ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟର ୩୧ ତମ ବାଷିର୍କ ଉତ୍ସବ
ନିମାପଡ଼ା ୧୩/୨(ଏପିନିୁ୍ୟଜ) : ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟର ୩୧ ତମ ବାଷିର୍କ ଉତ୍ସବ ଆଜି ମହିଳା କେଲଜ ପରିସରେର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ ସମାଜେସବୀ ଋତୁପର୍ଣ୍ଣା ମହାନ୍ତି । ଅଧ୍ୟକ୍ଷା ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ସାହୁଙ୍କ ପରାହିତେର ଅନୁଷ୍ଟିତ ଉତ୍ସବେର ମୁଖ୍ୟ ଅତିଥି ଭୋବ ସ୍ତ୍ରେୀରାଗ ବେିଷଶଜ୍ଞ ଡ଼ା ସୁସ୍ମିତା ସାହୁ, ମୁଖ୍ୟ ବକ୍ତା ସାମାଜିକ କର୍ମୀ ଆବାସ ପରିଡ଼ା, ସମ୍ମାନୀତ ଅତିଥି ଏନ୍ଏସି ଅଧ୍ୟକ୍ଷା ସୁସ୍ମିତା ସାହୁ, ପ୍ରତିଷ୍ଠାତା ସୁଧିର ମହାନ୍ତି, ବାଣିଶ୍ରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ବସ୍ତିଆ ଯୋଗେଦଇଥିଲେ । ବାଷିର୍କ ବିବରଣୀ ପାଠ କରିଥିଲେ ଚପଳା ଛନ୍ଦା ବିଶ୍ୱାଳ, ଉତ୍ସବ ସେଂଯାଜନା କରିଥିଲେ ଜୁଏଲ ତ୍ରୀପାଠୀ, କେଲଜର କୃତି ଛାତ୍ରୀ କଳୋର ଶ୍ରେଷ୍ଟ ଛାତ୍ରୀ ତମ୍ମନା ପରୱିନ୍ ଏବଂ ବିଜ୍ଞାନେର କୋମଳ ସୁହାନି ପରିଜାଙ୍କୁ ପୁରସ୍କୃତ କରିଥିଲେ । ବାଷିର୍କ ଉତ୍ସବକୁ ସଫଳ କରିବୋର ସହେଯାଗ କରିଥିଲେ ରାଜନ ପରିଡ଼ା୍, କୃଷ୍ଣ ପରିଡ଼ା, ସଂଯୁକ୍ତା ମହାନ୍ତି ଓ ଗ୍ରନ୍ଥାଗାରିକ ରତିକାନ୍ତ ଓଝା,
