ରାଜ୍ୟ

ମୃଦୁ ପାନୀୟ ଫ୍ୟାକ୍ଟ୍ରି ଉପରେ ଚଢଉ

Spread It

ପୁରୀ(ଏପିନ୍ୟୁଜ) ପୁରୀର ବ୍ରହ୍ମଗିରି, ଚନ୍ଦନପୁର ଏବଂ ପୁରୀ ସଦର ଅଞ୍ଚଳରେ ପାନୀୟ, ମୃଦୁ ପାନୀୟ ଉତ୍ପାଦନ ୟୁନିଟ୍‌ର ଖାଦ୍ୟ ସୁରକ୍ଷା ଅଧିକାରୀ ରାଜେଶ୍ୱରୀ ପତି ଏବଂ ତାଙ୍କ ଦଳ ଦ୍ୱାରା ଗତ ଦୁଇ ଦିନ ହେଲା ଯାଞ୍ଚ କରାଯାଇଥିଲା। ପ୍ରାୟ ୮୦ ପାଉଚ୍ ପାଣି ନଷ୍ଟ କରାଯାଇଥିଲା। ମୃଦୁ ପାନୀୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ବିଶ୍ଳେଷଣ ପାଇଁ ପଠାଯାଇଥିଲା। ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ପରେ ନିମାପଡା ଅଞ୍ଚଳରେ ଥିବା ବେଆଇନ ପାଣି କାରଖାନା ଉପରେ ଚଢଉ କରାଯିବା ଏପିନ୍ୟୁଜ କୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *