ରାଜ୍ୟ

ବିଜେପିର ମିଶ୍ରଣର ପର୍ବ

Spread It

 

ଭୁବନେଶ୍ବର (ଏ.ପି ନ୍ୟିୁଜ)  ରାଜ୍ୟର ଉପମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡ଼ା ଉତ୍କର୍ଷ ନିମାପଡ଼ା ଓ ବିକଶିତ ନିମାପଡ଼ା ଯୋଜନା ଓ  ଚିନ୍ତାଧାରରେ ଅନୁପ୍ରାଣିତ ହୋଇ ନିମାପଡ଼ାବ୍ଲକ ଅନ୍ତର୍ଗତ ଶାଇଁସ ଶାସନ ପଞ୍ଚାୟତର କାଶିପୁର ଗ୍ରାମର ବିଜେଡ଼ି ଓ କଂଗ୍ରେସ ଦଳର ଛାମୁଆଁ କର୍ମୀମାନେ ଆଜି ସରପଞ୍ଚ ଦେବାଶିଷ ଆଚାର୍ଯ୍ୟଙ୍କ ପଞ୍ଚାୟତର କାର୍ଯ୍ୟଧାରା ରେ ଅନୁ ପ୍ରାଣିତ ହୋଇ ବିଜେପି ଦଳରେ ଯୋଗଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନୂତନ କର୍ମୀମାନଙ୍କୁ ବିଜେପି ଦଳର ଟୋପି ଏବଂ ଦଳୀୟଉତ୍ତରୀୟ ପିନ୍ଧାଇ  ସ୍ବାଗତ କରିଛନ୍ତି।

Leave a Reply

Your email address will not be published. Required fields are marked *