କୋହୀନୁର ହୀରା ଆଣିବା ପାଇଁ ଦାବି
ଭୁବନେଶ୍ବର – (ଏ.ପି ନ୍ୟୁଜ) ଜଗନ୍ନାଥ ମହପଭୁ ଙ୍କର କୋହିନୁର୍ ହିରା ଇଂଲଣ୍ଡ ରୁ ଫେରାଇ ଆଣିବାକୁ ଆଜି ଜଗନ୍ନାଥ ସେନା ପକ୍ଷରୁ ଇଟାଲୀର ରାଜଧାନୀ ରୋମ୍ ନିକଟସ୍ଥ ଇଉରୋପର ଭାଟିକାନ ସିଟି ଠାରେ ମହମହୀମ ପୋପ୍ ଙ୍କୁ ଦାଵି ପତ୍ର ଦିଆଯାଇଛି। ଏହା ପୁର୍ବରୁ ନେଦରଲ୍ୟାଣ୍ଡର ହେଗ୍ ର ଆନ୍ତର୍ଜାତିକ କୋର୍ଟ ଓ ଜେନେଭାର ଜାତିସଂଘ ରେ ମଧ୍ୟ ସେନା ପକ୍ଷରୁ ମାମଲା ଓ ଦାବି ରଖା ସରିଛି।
