ବିକଶିତ କୃଷି ସଙ୍କଳ୍ପ ଅଭିଯାନ
(ଏପିନ୍ୟୁଜ) ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡିଶା
- ଓଡିଶାରୁ ଆରମ୍ଭ ହେଲା ଜାତୀୟ କାର୍ଯ୍ୟକ୍ରମ
- ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ
- ଯୋଗଦେଲେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ୍ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
- ଆଗାମୀ ୧୫ ଦିନ ଦେଶ ବ୍ୟାପି ଚାଲୁ ରହିବ ଏହି ଅଭିଯାନ
- ପ୍ରାୟ ୧.୫ କୋଟି ଚାଷୀଙ୍କୁ ସିଧାସଳଖ ଭେଟିବେ ସରକାର, ଅବଗତ କରାଇବେ ନୂତନ କୃଷି ଜ୍ଞାନ କୌଶଳ ଓ ପ୍ରଯୁକ୍ତିବିଦ୍ୟା
- ବିକଶିତ କୃଷି ସଂକଳ୍ପ ଅଭିଯାନ’ ଭାରତ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ
- ଚାଷୀ ଭାଇ ଭଉଣୀମାନଙ୍କୁ ସମାଜର ଆର୍ଥିକ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏହା ଏକ ଐତିହାସିକ ପଦକ୍ଷେପ – ମୁଖ୍ୟମନ୍ତ୍ରୀ
- ଧାନରେ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ସହାୟତା ଦେଇ ଓଡ଼ିଶା ଆଜି ସାରା ଭାରତ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି –
କେନ୍ଦ୍ର କୃଷି ମନ୍ତ୍ରୀ