ଲିଡାର୍ଟ ଫ୍ରେସ୍ ଉଦ୍ଘାଟନ
ଲିଡାର୍ଟ ଫ୍ରେସ୍ ଉଦ୍ଘାଟନ
ଯୁବ ଉଦ୍ୟୋଗପତି ରାକେଶ ରୋସନ ସାହୁଙ୍କ ଦ୍ବାରା ପ୍ରତିଷ୍ଠିତ ମଲ୍ ଭୁବନେଶ୍ବର କଟକ ରୋଡ୍ ଝାରପଡା ଠାରେ ଲିଡାର୍ଟ ଫ୍ରେସ୍ ନାମରେ ଉଦ୍ଘାଟିତ ହୋଇଛି। ଝାରପଡା ଅଞ୍ଚଳର ଜଣେ ନିବାସୀ ତଥା ସମାଜସେବୀ କୃଷ୍ଣଚନ୍ଦ୍ର ସାହୁ କରକମଳରେ ଉଦ୍ଘାଟିତ ହୋଇଛି। ଏହି ମଲରେ ସମସ୍ତ ସାମଗ୍ରୀ ରିହାତି ଦରରେ ମିଳୁଛି ଏବଂ ଗ୍ରାହକମାନଙ୍କୁ ଆକର୍ଷଣୀୟ ଉପହାର ଦିଆଯାଉଛି।