ମହାକାଶକୁ ଛଡ଼ାଗଲା ଗଲା ସିଏମଏସ ୦୩..
ମହାକାଶକୁ ଛଡ଼ାଗଲା ଗଲା ସିଏମଏସ ୦୩..
– ହାଇଦ୍ରାବାଦ (ଏଜେନସିଜ) ଭାରତର ମହାକାଶ ବିଜ୍ଞାନ ସଂସ୍ଥା ଇସ୍ରୋ; ମହାଶକୁ ଆଜି ସଂଧ୍ୟାରେ ଓଜନିଆ ଉପଗ୍ରହର ଉତ୍କ୍ଷେପଣ କରିଛି। ଭାରତୀୟ ନୈାସେନା ପାଇଁ ଏହି ଉପଗ୍ରହ ସିଏମଏସ -୦୩ ନିର୍ମିତ ହୋଇଛି।ଆନ୍ଧ୍ର ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ ହେଲା ସାଟେଲାଇଟ୍ ସିଏମ.ଏସ -୦୩ ବା ଜିଏସଏଟି ୭ଆର .ଦେଶର ଶକ୍ତିଶାଳୀ ରକେଟ୍ ଖଠଗ୩-ଗ୫ ମାଧ୍ୟମରେ ଉତ୍କ୍ଷେପଣ ସଫଳତାର ସହ କରାଯାଇଛି।
–
