ରାଜ୍ୟ

 ଜାତୀୟ ମହିଳାକମିଶନଙ୍କ ସଦସ୍ୟା ପୁରୀ ହବିଷ୍ୟାଳୀ କେନ୍ଦ୍ର ପରିଦର୍ଶନ

Spread It

 ଜାତୀୟ ମହିଳାକମିଶନଙ୍କ ସଦସ୍ୟା ପୁରୀ ହବିଷ୍ୟାଳୀ କେନ୍ଦ୍ର ପରିଦର୍ଶନ ପୁରୀ(ଏ.ପି ନ୍ୟୁୟୁଜ) ମହିଳା ଜାତୀୟ କମିଶନଙ୍କ ସଭ୍ୟା ଅର୍ଚ୍ଚନା ମଜୁନଦାର ଆଜି ସକାଳେ ପୁରୀ ଗ୍ରସ୍ତରେ ଆସି  ବୃନ୍ଦାବତୀ ଯାତ୍ରୀ ନିବାସ ର ହବିଷ୍ୟାଳୀମାନଙ୍କୁ ଭେଟିଥିଲେ।। ଜିଲା ସଂସ୍କୃତିଭବନରେ ଅଙ୍ଗନବାଡ଼ି କର୍ମୀ, ସ୍ବୟଂ ସହାୟକ ମହିଳା ଗୋଷ୍ଠୀର ସଭ୍ୟା, ସଖୀ କେନ୍ଦ୍ର କର୍ମଚାରୀମାନଙ୍କୁ ଭେଟି ମହିଳା ଅଧିକାର, ଦାୟିତ୍ବ ଓ କର୍ତ୍ତବ୍ୟ ଓ ସେମାନଙ୍କୁ   ଦିଆଯାଉତିବା ଆଇନସେବା ବିଷୟରେ ସଚେତନ କରିଥିଲେ। ଏହି ସଭାରେ ସମାଜ କଲ୍ୟ‌ାଣ  ଅପିସର ପୋଗ୍ରାମ ଅଧିକାରୀ, ସମନ୍ବିତ ଶିଶୁ ବିକାଶ ଅଧିକାରୀ,ପୁରୀ ସଦର, ଯୋଜନା ଅଧିକାରୀ ପୁରୀ ସହରାଞ୍ଚଳ ଜିଲା ପ୍ରକଳ୍ପ ସଂଯୋଜିକା, ମିଶନ ଶକ୍ତି, ପୋଷଣ, ଜିଲା ପରିଦର୍ଶିକା ମାନେ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *