ରାଜ୍ୟ

ସଫେଇ ନାଳକୁ ଓଲଟିଲା କାର । ୪ ଆହତ

Spread It

ନିମାପଡ଼ା(ଏ.ପି ନ୍ୟୁଜ) ନିମାପଡ଼ା ପିପିଲି ମୁଖ୍ୟରାସ୍ତାର ନିମାପଡ଼ା ଥାନା ଅନ୍ତର୍ଗତ ରଟିଲୋ ବଜାର ନିକଟରେ ଥିବା ସଫେଇ ନାଳ ଉପରେ ଥିବା ପୋଲ ତଳକ ଏକ କାର ୁ ଓଲଟି ପଡ଼ିଛି। ପିପିଲି ପଟରୁ ଦ୍ରୁତ ଗତିରେ ଆସିଥିବା ଏକ କାର ଉପରୁ ଚାଳକ ନିୟନ୍ତ୍ରଣ ହରାଇ ବାରୁ କାର ସଫେଇନାଳ ଭିତରକୁଚାଲିଯାଇ ଭିତରେ ଓଲଟି ପଡ଼ିଛ ଏବଂ ନାଳଭିତରେ ଚାରି ଗଡ଼ାମାରିଛି। କାରରେ ବସିଥିବା ଚାଳକ ସମେତ ୪ ଜଣ ଯାତ୍ରୀ ଆହତ ହୋଇଥିବା ପ୍ରାଥମିକଭାବେ ସୁଚନା ମିଳିଛି। ଓଡ଼ି ୦୨ସିଓ ୩୯୯୬ ନମ୍ବର ଏକଘରୋଇ ମାଲିକାନାରେ ଥିବା କାର ଗତ ରାତି ଗୋଟାଏବେଳେ ଦ୍ରୁତ ଗତିରେ ପିପିଲି ପଟରୁ ନିମାପଡ଼ା ଅଚଂଳ ଦ୍ରୁତ ଗତିରେ ଆସୁଥିବାକେ କାର ଚାଳକ ଆଖି ପଡ଼ିଯାଇଥିଲା। ବୋଲି ରଟିଲୋଛକରେ ପ୍ରତ୍ୟକ୍ଷଦର୍ଶିଭାବେ ଥିବା କେତେକ ଯୁବକ କହିଛନ୍ତି। ଚାଳକର ଅଖିରେ ନିଦ ଆସିଯାଇ ଥିବାରୁ ମୁହୁର୍ତକ ମଧ୍ୟରେ ୁ କାର ଉପରୁ ଚାଳକ ନିୟନ୍ତ୍ରଣ ହରାଇ ରାସ୍ତା ଉପରୁ ଯାଇ ପୋଲ ପଡ଼ିଥିଲା। ଯୋର ଉପରେ ନିର୍ମାଣ ହୋଇଥିବା ବ୍ରିଜର ବାଡ଼ନଥିବାରୁ କାରଟଅନାୟସରେ ବ୍ରିଜ ଉପରୁ ସଫେଇ ନାଳ ଭିତକୁ ଯାଇ ଓଲଟି ପଡ଼ି ଥିଲା ଏବଂକାରର ଚାରିଚକ ଗୁଡ଼ିକ ଉପରକୁ ହୋଇଯାଇଛି। କାର ମଧ୍ୟରେ ଥିବା ଗୋଟିଏ ପରିବାର ୪ ଜଣ ଆହତ ହୋଇଥିବା ନିକଟସ୍ଥ ଯାଗେଶ୍ୱର ଗ୍ରାମର ୍ଣଳୌଳାସ ସ୍ୱାଇଁ(୫୦) , ରୁଦ୍ରରାଜ ସ୍ୱାଇଁ (୨୮) ମର୍ଦ୍ଦରାଜ ସ୍ୱାଇଁ( ୩୨) ଅନ୍ୟଜଣେ ମହିଳାଆହତ ହୋଇଥିବା ଏବଂ ଜରେ ଯାତ୍ରୀ ଗୁରୁତର ଥିବାରୁ ଭରବଙ୍କନଶ୍ୱର ସ୍ଥାନାନ୍ତର କରାଯାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ସୁତ୍ରରୁ ପ୍ରକାଶ ଘଟଣା ସ୍ଥଳରେ ପୁଳିସ ପହଁଚିଂ କାରକୁ ଜବତକରି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *