ନୟାସବେରା ଅନୁଷ୍ଠାନର ଷଷ୍ଠ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
ଷଷ୍ଠ ବାର୍ଷିକ ଉତ୍ସବ ନିମନ୍ତେ ନୟା ସବେରା ନିମାପଡା ୟୁଥ ଟ୍ରଷ୍ଟ ର ସଦସ୍ୟ ମାନଙ୍କ ଦ୍ୱାରା ପୁର୍ବ ପ୍ରସ୍ତୁତି ବୈଠକ ନିକଟସ୍ତ ଶୁଭମ ମଣ୍ଡପ ରେ ୮୦ ରୁ ଊର୍ଧ ସଦସ୍ୟଙ୍କୁ ନେଇ ଆରମ୍ବ ହୋଇଯାଇଛି.
ଏଥିପାଇଁ ଜିଲ୍ଲା ସ୍ତରୀୟ ସଙ୍ଗୀତ, ନୁର୍ତ୍ୟ, ଚିତ୍ରାଙ୍କନ,ପ୍ରବନ୍ଦ ପ୍ରତିଯୋଗୀତା ଆସନ୍ତା ଡ଼ିସେମ୍ବର ୭ତାରିଖ ରେ ସହିଦ ଭାବନରେ
ଅନୁଷ୍ଠାନ ତରଫରୁ ଆୟୋଜନ କରାଯାଉଛି ଏବଂ ଷଷ୍ଠ ବାର୍ଷିକ ଉତ୍ସବ ଓ ସ୍ୱଛସେବା ସନମାନ ଡ଼ିସେମ୍ବର ୧୪ରେ ହେବାକୁ ଯାଉଛି.
ଏଥିରେ ମୁଖ୍ୟତଃ ସଭାପତି ବିଶ୍ଵରଞ୍ଜନ ତ୍ରିପାଠୀ,ସଂପାଦକ ନିର୍ମଳ ପରିଜା, ଉପଦେଷ୍ଟା ଜୀବନ ଶତପଥି, ପ୍ରତାପ ଚନ୍ଦ୍ର ସାବୁତ ଙ୍କ ନେତୃତ୍ୱ ରେ ନିଷ୍ପତି ନିଆଯାଇଛି.
