ରାଜ୍ୟ

ସାମ୍ବାଦିକଙ୍କୁ ଉତ୍କଳ ପ୍ରତିଭାରତ୍ନ ସମ୍ମାନ ପ୍ରଦାନ

Spread It

ସାମ୍ବାଦିକଙ୍କୁ ଉତ୍କଳ ପ୍ରତିଭାରତ୍ନ ସମ୍ମାନ ପ୍ରଦାନ
ନିମାପଡ଼ା,ପୁରୀ ଜିଲାସଂସ୍କୃତିଭବନରେଗତ ୨୩ରେ ଏକ ଉତ୍ସବରେ ସତ୍ୟଖବର ସଂପାଦକ ଅକ୍ଷୟକୁମାର ନାୟକଙ୍କୁ ହାପିମେମୋଟଂସ ଇଣ୍ଠିଆ ପକ୍ଷରୁ ଉତ୍କଳ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଉତସବରେ ରାଜ୍ୟସଭା ସଦସ୍ୟ ଶୁଭାଶିଷ ଖୁଟିଆଁ, ବିଶିଷ୍ଟ ସଶିଶୁ ସାହିତ୍ୟିକ ପ୍ରଫେସର ଦାଶ ବେନହୁର, ହାପି ମେମୋଟଂସର ଇଣ୍ଡିଆର ଜାତୀୟ ମୁଖ୍ୟ ରାଜେନ୍ଦ୍ର ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ସମ୍ବାଦିକ ଅକ୍ଷୟ ନାୟକଙ୍କୁ ତାମ୍ରଫଳକ,ପ୍ରସଂଶାପତ୍ର ମାନପତ୍ର ଦେଇ ସମ୍ମାନ୍ନିତ କରିଛନ୍ତି । ଏହି ଉତ୍ସବରେ ବହୁ ପ୍ରତିଷ୍ଠିତବ୍ୟକ୍ତ,ସମାଳେଶଚକ ଲେଖକମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *