ପ୍ରାଥମିକ ବିଦ୍ୟାଳର ବାର୍ଷିକ ଉତ୍ସବ
ପ୍ରାଥମିକ ବିଦ୍ୟାଳର ବାର୍ଷିକ ଉତ୍ସବ
ନିମାପଡ଼ା ନିମାପଡ଼ା ବ୍ଲକ ଅନ୍ତର୍ଗତ ଉଛୁପୁର ପଚଂ।।ୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗତ ୨୬ ତାରିକରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଲଳିତ ମୋହନ ମିଶ୍ରଙ୍କ ପୈାରହିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷା ଅନୁସୟା ମହାନ୍ତି, ସରପଚଂଞ୍ଚ ସୁରେଶ ଚନ୍ଦ୍ର ମଙ୍ଗରାଜ ମୋ ବିଦୃାଳ୍ର ବିଦ୍ୟାଳୟ ସଭାପତି ରାକେଶ ରଞନ ଦାଶ, ପରିଚାଳନା କମିଟି ସଭଗାପତି ଭରତ ଭୋଇ ଉପସଭାନେତ୍ରୀ ସର୍ବରି ବିବି, ସାମ୍ବାଦିକ ମାନସ ରଞନ ଦାଶପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ବିଭିନ୍ନ କ୍ଷେତ୍ରରେ ପାରିଦର୍ଶୀତା ଅର୍ଜନ କରିଥିବା ସ୍କୁଲର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କୃତ କରାଯାଇଥିଲା । ସହକାରୀ ଶିକ୍ଷକ ମହେଶ୍ୱର ମିଶ୍ର କାର୍ଯ୍ୟକ୍ରମ ପରଚାଳନା କରିଥିଲେ