ନିମାପଡ଼ା ଦୁଇ ଓକିଲ ସଂଘର କର୍ମକର୍ତା ନିର୍ବାଚିତ
ନିମାପଡ଼ା ଦୁଇ ଓକିଲ ସଂଘର କର୍ମକର୍ତା ନିର୍ବାଚିତ
ନିମାପଡ଼ା, ନିମାପଡ଼ା ଦୁଇ ଓକିଲ ସଂଘର ନିର୍ବାଚନ ଗତ ୨୯ ତାରିଖରେ ଦୁଇ ସଂଘର ଅଫିସରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେବାସହ । ନିମାପଡ଼ା ଜୁଡ଼ିସିଆଲ ବାର ଆସୋସିନର ନିର୍ବାଚନ ଅଧିକାରୀ ପ୍ରତାପ କୁମାର ପଣ୍ଡା ବିବୃତିରେ କହିଛି ସଭାପତି ବରିଷ୍ଠ ଓକିଲ ବାମନ ଚରଣ ମହାନ୍ତି , ଉପସଭାପତି ମିହିର ରଞନ ମହାନ୍ତି, ସଂପାଦକ ପ୍ରଶାନ୍ତ କୁମାର ରାଉତରାୟ, ସହ ସମ୍ପାଦକ ସରୋଜ କୁମାର ଦାଶ ଆଗାମୀ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି । ସେହିଭଳି ନିମାପଡ଼ା ବାର ଆସୋସିଏସନ ଅପିସରେ ନିର୍ବାଚ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ଅଭିମନ୍ୟୁ ସ୍ୱାଇଁ, ସଂପାଦକଭାବେ ପ୍ରଭାତ କୁମାର ନାୟକ, ଉପସଭାପତିଭାବେ ଦ୍ୱିଜବର ସ୍ୱାଇଁ ସହ ସଂପାଦକ ରାଧେଶ୍ୟାମ ଜେନା ନିର୍ବାଚିତ ହୋଇଛନ୍ତି ନିର୍ବାଚନ ପରିଚାଳନା କରିଥିଲେ ଗୈାରାଙ୍ଗ ସାହୁ ।