ରାଜ୍ୟ

ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଚାତଛାତ୍ର୍ରୀଙ୍କ କୃତିତ୍ୱ

Spread It

ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଚାତଛାତ୍ର୍ରୀଙ୍କ କୃତିତ୍ୱ
ନିମାପଡ଼ା, ନିମାପନା ବ୍ଲକ ଅନ୍ତର୍ଗତ ତୁଳସୀପୁର ଠାରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀମାନେ ବୃତି ପରୀକ୍ଷାରେ କୃତିତ୍ୱରର ଉତୀର୍ଣ୍ଣ ହୋଇଛନ୍ତି । ଶିକ୍ଷାବର୍ଷ ୨୦୨୩ରେ ବଶିକ୍ଷା କେନ୍ଦ୍ରର ଛାତ୍ର ସାଇ କ୍ରିଷ୍ଣା ସ୍ୱାଇଁ ୫ମ ଶ୍ରେଣୀ ବୃତିରେ ସମଗ୍ର ବ୍ଲକରେ ୨ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ଶିକ୍ଷା କେନ୍ଦ୍ରର ଆଦ୍ୟାଶା ସ୍ୱାଇଁ ୫ମ ଶ୍ରେଣୀ ବୃତି ପାଇବାକୁ ଯୋଗ୍ୟ ହୋଇଥିବାବେଳେ ଦ୍ୱିତୀକୃଷ୍ଣ ଶତପଥୀ ନବଦ୍ୟୋୟୋ ବିଦ୍ୟାଳୟରେ ପାଠ ପଢିବା ପାଇଁ ମନୋନୀତ ହୋଇ ବିଦ୍ୟ।ଳୟ ପାଇଁ ଗୈାରବ ଆଣଛନ୍ତି ।

Leave a Reply

Your email address will not be published. Required fields are marked *