ପିପିଡ୍ଲୁଓ ପକ୍ଷରୁ ଉତ୍କଳ ଦିବସ ପାଳନ
ପିପିଡ୍ଲୁ ଓ ପକ୍ଷରୁ ଉତ୍କଳ ଦିବସ ପାଳନ
ନିମାପଡ଼ା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସ୍ଥାନୀୟ ତଳଅୃଣ୍ଢିଆ ବେହେରା ସାହି ଠାରେ ପିଙ୍ଗଳାକ୍ଷୀ ପବ୍ଲିକ ୱେଲପାୟାର ଅର୍ଗାନାଇଜେସନ ଦା୍ୱରା ପରିଛାଳିତ ବିିଇଡ଼ି କଲେଜ ପରିସରରେ ସମ୍ବାଦ ସାହିତ୍ୟ ଘର କର୍ମକର୍ତାସହ
ଚାତ୍ରଛାତ୍ରୀମାନେମିଶି ଉତ୍କଳ ଦିବସକୁ ଆଜି ମହାସମାରୋହରେ ପାଳନ କରିଛନ୍ତିି । ଏହିଅବସରରେ ସଭାପତି ପ୍ରଧ୍ୟାପକ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଡ଼ିଶା ପ୍ରଦେଶ ଗଠନରେ ଯେଉଁ ବରପୁତ୍ରମ।।ନଙ୍କ ସଂଗ୍ରାମ ଯୋଗୁଁ ଭାଷାକୁ ନେଇ ପୃଥକ ଓଡ଼ିଶା ପ୍ରଦେଶ ଗଠନ କରାଯାଇଥିଲା ସେ ବିଷୟରେ ଆଲୋଚନା କରିଥିଲେ ସଂପାଦକ ଗଗନ ବିହାରୀ ଦାସ ଭାଷା ସାହିତ୍ୟ ଓ ସଂସ୍କୃତିର ଗୈାରବ ବୃଦ୍ଧି କରିଥିବ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାରେ ଯେଉଁ ବଳିଦାନ ଦେଇଛନ୍ତି ଓଡିଆମାନେ ଚିରକାଳପାଇଁ
ସ୍ମରଣୀୟ ହୋଇ ରହିବେ ବୋଳି କହିଥିଲେଅନ୍ୟମାନଙ୍କ ମଧ୍ୟରେ ପଦ୍ମଲୋଚନ ମହାନ୍ତିଙ୍କ ସମେତ ଛାତ୍ରଛାତ୍ରୀ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗଦେଇଥିଲେ ।