ରାଜ୍ୟ

ଆଚଂଳିକ ଆଦର୍ଶ ଶିଶୁ ବିଦ୍ୟାଭବନ ,ରେଘାଂଳୋର ୮ମ ବାର୍ଷିକ ଉତ୍ସବ

Spread It

ଆଚଂଳିକ ଆଦର୍ଶ ଶିଶୁ ବିଦ୍ୟାଭବନ ,ରେଘାଂଳୋର ୮ମ ବାର୍ଷିକ ଉତ୍ସବ
ନିମାପଡ଼ା, ନିମାପଡ଼ା ବ୍ଲକ ଅନ୍ତର୍ଗତ ରେଘାଂଳୋ ଠାରେ ଥିବା ଆଚଂଳିକ ଆଦର୍ଶ ଶିଶୁ ବିଦ୍ୟାଭବନ ଆଜି ୮ମ ବାର୍ଷିକ ଉତ୍ସବ
ଅନୁଷ୍‌ିଂତ ହୋଇଯାଇଛି । ବିଧ୍ୟାଭବନର କୁନିକୁନି ପିଲାମାନେ ନୃତ୍ୟଗିତ ମାଧ୍ୟମରେ ଅତିଥିମାନଙ୍କୁ ଉତ୍ସବ ସ୍ଥଳକୁ ପାଛୋଟି ଆଣିଥିଲେ । ପ୍ରଭୁ ଜଗନ୍ନାଥଙ୍କ ମୂତିିରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରିବାପରେ ବାର୍ଷିକ ଉତ୍ସବ ଶୁଭାରଭଂ ହୋଇଥିଲା । ମୁଖ୍ୟଅତିଥି ହିମାଶୁଂ କୁମାର ସ୍ୱାଇଁ ମୁଖ୍ୟ ବକ୍ତାଭାବେ ଅଧ୍ୟାପକ ସତାବୁଦ୍ଦିନ ଅହମଦ, ସମ୍ମାନ୍ନିତ ଅତିଥିଭାବେ
ଆଇଆଇସି ବାମଦେବ ସ୍ୱାଇଁ, ଶିକ୍ଷାବିତ ପ୍ରଫୁଳ କୁମାର ନାୟକ ଏବଂ ଭୋବନି ରାଉତ, ବଡ଼ମାଛପୁର ସରପଞ ଏବଂ ବିଦ୍ୟାଭବନ ପରିଚାଳନା କମିଟି ସଭାପତି ଅବଦୁଳ କାଦର ଅଲି ଯୋଗଦେଇଥିଲେ । ଅକ୍ଷୟ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ଜିତେନ୍ଦ୍ରପ୍ରଧାନ ବାର୍ଷିକ ଉତ୍ସବକୁ ପରିଚାଳନା କରିଥିଲେ । ବିଦ୍ୟାଭବନର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞଳି ପ୍ରଧାନ ବାର୍ଷିକ ବିବରଣୀ ପାଠକର ସ୍କୁଲର ଅଭାବ ଅସୁବିଧା ସଂପର୍କରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଳେ । ସରକାରଙ୍କ ୨୦୦୯ ଶିକ୍ଷା ନୀତିଅନୁସାରେ ବିଦ୍ୟାଳୟରେ ଥିବା ୧ମଠାରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିଛି ।ଏବଂ ଏହି ପିଲାମାନଙ୍କୁ ମଗଣାରେ ଶିକ୍ଷା ଦିଆଯାଉଛି । ପରିଚାଳନା କମିଟସଂପାଦକି ମୀର ମୋବାରକ ଅଲ୍ଳୀ ଧନ୍ୟବାଦ ଦେଇଥିଲେ । କୁନି ପିଳାମାନଙ୍କ ଦ୍ୱରା ସାସଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ଓଡ଼ିଶ।। ଦିବସ ଧୂମଧାମରେ ପାଳିତ ହୋଇଥିଲ

Leave a Reply

Your email address will not be published. Required fields are marked *