ରାଜ୍ୟ

ପିଇବା ପାଣି ପାଇଁ ବାଟୋଇ ଡ଼ହଳ ବିକଳ । ପଚାଂୟତ ଖୋଲିଲା ନାହିଁ ଗ୍ରାମ କମିଟି ଖୋଲିଲେ

Spread It

ପିଇବା ପାଣି ପାଇଁ ବାଟୋଇ ଡ଼ହଳ ବିକଳ । ପଚାଂୟତ ଖୋଲିଲା ନାହିଁ ଗ୍ରାମ କମିଟି ଖୋଲିଲେ
ନିମାପଡ଼ା, ନିମାପଡ଼ା ବ୍ଲକ ଅନ୍ତର୍ଗତ ବଡ଼ଶିରୁବଳ ପଚାଂୟତ ଅଧିନସ୍ଥ ଗଡ଼ତୋରିହଁ ବନ୍ଧ ଗ୍ରାମ କମିଟି ପକ୍ଷରୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଧନଆଁ ଛକରେ ଜଳ ଛତ୍ର ଖୋଲାଯାଇଛି । ପଞାୟତ ପକ୍ଷରୁ ଜଳଛତ୍ର ଖୋଳିବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ ପ୍ରବଳ ଖରା ଅନୁଭୂତ ହେଉଥିବାର ରାସ୍ତାରେ ଯାଉଥିବା ବାଟୋଇମାନେ ପିଇବା ପାଣି ମୁନ୍ଦେ ପାଇଁ ଡ଼ହଳ ବିକଳ ହେଉଥିଲେ । ଏହି ସମାସ୍ୟା ହୃଦୟଙ୍ଗମ କରି ଗଡ଼ତୋରିହଁ ବନ୍ଧ ଗ୍ରାମ କମିଟି ଧନୁଆଁ ଛକରେ ଏକ ଜଳଛତ୍ରଖୋଲି ସମାସ୍ୟାର ସମାଧାନ କରିଛନ୍ତି । ଜଳଛତ୍ରରେ ଦହି ଏବଂ ପାଣି ର ବ୍ୟବସ୍ଥା କରିଛନ୍ତି । ବାଟୋଇମାନେ ଏହି ସ୍ଥାନରେ ଅଟକି ସେମାନଙ୍କର ତୃଷ୍ରା ମେଟାାଂଉଥିବା ଜଣାପଡ଼ିଛି । କମିଟି ସଭାପତି ମାନଓ ରଞନ ମହାନ୍ତି ସଂପାଦକ ମନ୍ମୟ ପାତ୍ର ଉପଦେଷ୍ଟା ଲଳିତମୋହନ ପାତ୍ର ସୁନୀଲ କୁମାର ଦାଶ ଉପସ୍ଥିତରହି ବଟଂନ କରୁଛନ୍ତି ।

Leave a Reply

Your email address will not be published. Required fields are marked *