3ୟ ବାଇଧର ବଳରାମ ସ୍ମାରକୀରାତ୍ର କ୍ରିକେଟ ଟୁର୍ନାମେଣ୍ଟ.
3ୟ ବାଇଧର ବଳରାମ ସ୍ମାରକୀରାତ୍ର କ୍ରିକେଟ ଟୁର୍ନାମେଣ୍ଟ.
ରାତି ସାଢ଼େ 8ଟାରେ ଭିଲିଗ୍ରାମ ପଂଚାୟତ ଅଫିସ ନିକଟ ଖେଳ ପଡିଆରେ 3ୟ ବାଇଧର ବଳରାମ ସ୍ମାରକୀରାତ୍ର କ୍ରିକେଟ ଟୁର୍ନାମେଣ୍ଟ କୁ ବିଜେଡି ନେତା ଦିଲ୍ଲୀପ କୁମାର ନାୟକ ଉଦଘାଟନ କରିଛନ୍ତି. ଅତିଥି ନିମାପଡା ହୋଟେଲ ନିର୍ଦେଶକ ରଘୁନାଥ ଗିରି ଯୋଗଦେଇ ଥିଲେ. ଟୁର୍ନାମେଣ୍ଟର ଆୟୋଜକ ଭିଲିଗ୍ରାମ କ୍ରିକେଟ କ୍ଲୁବ ଥିବାବେଳେ ନିମାପଡା ହୋଟେଲ ସୌଜନ୍ୟତାରୁ ରାତ୍ର କାଳୀନ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି. ଉଦଘାଟନୀ ମ୍ୟାଚ ଭିଲିଗ୍ରାମ ଏବଂ କୁସୁପୁର ମଧ୍ୟରେ ଖେଳ ହେଉଛି. ଏହି ଟୁର୍ନାମେଣ୍ଟ ଅଂସାଲୋ. ବଳଙ୍ଗା. ର୍ରେଞ୍ଚ. ହରିପୁର. ଗୋପ. ତୁଳସୀପୁର କ୍ରିକେଟ କ୍ଲୁବ ଭହୁତ ନେଛନ୍ତି. ଚମ୍ପିୟାୟାନ ଦଳକୁ 5ହଜାର ଏକ ଏବଂ ରନର୍ସ ଉପ ଦଳକୁ 3ହଜାର ଏକ ଟଙ୍କା ପୁରସ୍କାର ରାଶି ରହିଛି.