ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ନିମାପଡ଼ା, ନିମାପଡ଼ା ବ୍ଲକ ଅନ୍ତର୍ଗତ ବଡ଼ମାଛପୁରର ରେଗାଂଳୋ ପଚାଂୟତ ଉଚ୍ଚ ବିଦ୍ୟାଳୟର ଶାରିରୀକ ଶିକ୍ଷା ଶିକ୍ଷକ ଗୋଲଖ ପ୍ରସାଦ ପରିଡ଼ାଙ୍କୁ ଆଜି ପୁରାତନ ଛାତ୍ର ସଂସଦ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ସ୍କୁଲ ପରିସରେ ଆୟୋଜିତ
ଅବସରକାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ବସନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୀଜିଲା ଓ ରାଜ୍ୟ ରାଜ୍ୟସ୍ତରର ଶିକ୍ଷକ ନେତା ମାନେ ଯୋଗଦେଇ ଅବସରକାଳୀନ ବିଦାୟ ସମ୍ବର୍ଦ୍ଦନା ଦେବାସହ ବ୍ଲକ ଗ୍ରାଟଂରସ୍କୁଳ ଶିକ୍ଷକମାନେ ଅବସର ପରେ ରାଜ୍ୟ ସରକାରଙ୍କ ଠାରୁ ପେନସନ ପାଉନଥିବାରୁ କ୍ଷୋବ ପ୍ରକାଶ କରିଥିଳେ । ୩୫ ବର୍ଷର
ଶିକ୍ଷକତା ଭିତରେ ଗୋଲଖ ପ୍ରଦାଦ ପରିଡ଼ା ବହୁ ଗୁଣୀ ଜ୍ଞାନୀ ଛାତ୍ର ଉତାରିଛନ୍ତ କିନ୍ତୁ ଚାକିରୀ ଶେଷ ସମୟରେ ଶୂନ୍ୟ ହସ୍ତରେ ଘରକୁ ଫେରୁଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ତାଙ୍କ ସହ କୋର୍ଯ୍ୟକରୁଥିବା ଶିକ୍ଷକ ଓପୁରାତନ୍ ଛାତ୍ରମାନେ । ଏହି ସଭାରେ ଓଷ୍ଟାର ରାଜ୍ୟ ସାଧାରଣ ସଂପାଦକ ରଜଂନ ଦାଶ, ସଂଘର ଯୁଗ୍ମସଂପାଦକ ବ୍ରଜବଧୁଂ ବିଶ୍ୱାଳ, ପୁରୀ ଜିଲା ସାଧାରଣ ସଂପାଦକ ବିଜୟ କୁମାର ବରାଳ, ଶିକ୍ଷାବିତ ଶରତ କୁମାର ସେନାପତି ଓ ଚିତରଞନ ସେନାପତି, ବଡ଼ମାଛପୁର ସରପଞ ସ୍କୁ୍ସ୍ୁଲର ପ୍ରତିଷ୍ଠାତା ସଂଯୁକ୍ତା ନାୟକଙ୍କ ସମେତ ପୁରୀ ଜିଲାର ଥିବା ୧୧ଟି ବ୍ଲକର ଓଷ୍ଟାର ସଭାପତିମାନେ ଯୋଗଦେିଥିଳେ । ସଭାକୁ ପରିଚାଳନା କରିଥିଲେ
ପୁରାତନ ଛାତ୍ର ଜିତେନ୍ଦ୍ର କୁମାର ନାୟକ ପୁରାତନ ଛାତ୍ର ସଂଘ ପକ୍ଷରୁ ଶିକ୍ଷକ ଗୋଲକ ନାୟକଙ୍କୁ ଜଣେ ଛାତ୍ର ବତ୍ସଳ ଶିକକଭାବେ ଉପଢୈାକନଦେଇ ସମ୍ବଦ୍ଧିତ କରିଛନ୍ତି । ସଭାପରେ ପୁରାତନ ଛାତ୍ରମାନଭ୍କ ପକ୍ଷରୁ ଏକ ସୁସଜିତ କୋଲା ଜିପରେ ଶିକ୍ଷକ ଗୋଲଖ ପ୍ରସାଦ ପରିଡ଼ାଭ୍କୁ ,କ ଶୋଭାଯାତ୍ରାରେ ଡ଼ିଜେ ବଜାଇ କାଞ୍ିଆକୁଣ୍ଡ ଗ୍ରାମରେ ତିବା ମାସଭବନରେ ଛାନିଷଦଇ ଆସିଥିଳେ । ଏହି ଶୋଭାଯାତ୍ରାରେ ରେଘାଂଳୋ ଗ୍ରାମର ଅବାଳ ବୃଦ୍ଧବନିତାଙ୍କ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ସାମିଲ ହୋଇଥିଲେ ।