ରାଜ୍ୟ

ଧନୁଆଁ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Spread It

ଧନୁଆଁ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ନିମାପଡ଼ା, ଲୋକସଭା ଭବନର ଉପ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଧନୁଆଁ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତଗତ ୪ ତାରିଖରେ ହୋଇଯାଇଛି । ଏହି ପରୀପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଧନୁଆଁ ବନ୍ୟାରେ ପ୍ରତିବର୍ଷ ଆସୁଥିବା ବନ୍ୟା ପରିସ୍ଥିିତିର ସ୍ଥାୟୀ ପ୍ରତିକାର କରାିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରି ପଦାଧିକାରୀଙ୍କ ସହ ନିମାପଡ଼ା ଓ ପାଖଅଜଂଳରେ କୃଷି ଓ ଜୀବନ ଜୀବିକା କ୍ଷୟକ୍ଷତି ଉପରେ ବିଶଦ ଆଳୋଚନା କରିଥିଲେ । ଏହି ବୈଠକରେ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନ ଅନୁଗର୍ଗସମେତ ଜଳ ସପଂଦ ବିଭାଗର ସର୍ବେଚ୍ଚ ଯନ୍ତ୍ରୀ ଡ଼. ଚନ୍ଦ୍ର ଶେଖର ପାଢୀ ଓ ବିଭାଗୀୟ ଅଧିକାରୀ ମାନେ ଅଲେ।।ଚନାରେ ଅଶଂ ଗ୍ରହଣ କରିଥିଲେ ସୂଚନାଯୋଗ୍ୟ ଭାର୍ଗବୀ ନଦୀର ଅଚ୍ୟତପୁର କାଜର ଉଦବୃତ ବନ୍ୟାଜଳ ଧନୁଆଁ ନାଳ ରେ ପ୍ରବେଶ କରି ବାଳିଅନ୍ତା ଓ ବାଳିପାଟଣା ବାଟଦେଇ ପୁରୀ ଜିଲାର ନିମାପଡ଼ା ଓ ଗୋପ ବ୍ଲକର ମୋଟ ୧୮ଟି ପଚାଂୟତ ଗୁଡ଼ିକୁପ୍ରଭାବିତ କରୁଛି । ଧନୁଆଁ ନଦୀ ନିମାପଡ଼ା ଓ ଗୋପ ବ୍ଲକରେ ପ୍ରଭୂତ କ୍ଷତି ଘଟାଇଥାଏ । ପ୍ରତିବର୍ଷ ଧନୁଆଁରେ ବନ୍ୟାଆସି ଜୀବନ ଓ ଜୀବିକା ଉପରେ ପ୍ରଭାବ ପକାଇଥାଏ, । ବନ୍ୟା ସମୟରେ ଗାଁ ଦାଣ୍ଡ ସହିତ ବିଲ ବାଡ଼ିରେ ବନ୍ୟାଜଳ ପ୍ରବେଶକରି ଶହଶହ ହେକ୍ଟର ଚାଷ ଜମିରେ ବନ୍ୟାଜଳ ଜଳ ପ୍ରବାହିତହୋଇ ଶହଶହ ହେକ୍ଟର ଚାଷ ଜମିରେ ରେ ଧାନ ଓ ପରିବା ଫସଲ ନଷ୍ଟ କରିଥାଏ ।ବୋଳି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ବୈଠକରେ ସୂଚନା ଦେଇଥିଲେ । ନିମାପଡ଼ା ଓ ଗୋପ ବ୍ଲକଅନେକ ଅଚଂଳରେ ହେଉୁଥିବା କ୍ଷୟକ୍ଷତିକୁ ରୋକିବା ସହ ଚାଷ ଏବଂ ଚାଷୀ ଓ ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା ନିମନ୍ତେ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ । ଆଗାମୀ ବର୍ଷ।।ରୁତୁ ଆସିବା ପୂର୍ବରୁ ଏହି ପ୍ଲାନକୁ କାର୍ଯକାରୀ କରିବାପାଇଁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *