ପୁର୍ନ ଗଠନ ହେବ ସ୍ୱୟଂ ସହାୟକ ଗୋଷ୍ଠୀ
ପୁର୍ନ ଗଠନ ହେବ ସ୍ୱୟଂ ସହାୟକ ଗୋଷ୍ଠୀ
ନିମାପଡ଼ା, (ଏ.ପି ନିୟୁଜ) ମହିଳା ଗୋଷ୍ଠୀ ମାନଙ୍କ ପାଇଁ ବଡ଼ ଖବର, ବଦଳିବେ ପୁରୁଣା ସଂପାଦକ ଓ ସଭାପତି । ଚଳିତ ମାସରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ପୁର୍ନଗଠିନ କରାଯିବ । ଜିପିଏଲଏଫ, ସିପିଏଲ, ଓ ବି,ଏଲ,ଏଫଙ୍କୁ ଜିଲାସ୍ତରରେ ନୂଆ ନିଯୁକ୍ତି ଦିଆଯିବ । ପ୍ରତିପରିବାର ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ାହେବ । ପୂର୍ବ ବିଜେଡ଼ି ସରକାରଙ୍କ ସମର୍ଥକ ମହିଳାମାନଙ୍କୁ ନୂଆ ବିଜେପି ସରକାର ବଦଳାଇବାସହ ମହିଳାମାନଙ୍କ ହାତରେ ରଖିବାକୁୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ମହିଳା ଗୋଷ୍ଠୀ ଗଠନ କରିବା ପାଇଁ ବହୁମହିଳା ପୂର୍ବ ସରକାର ସମୟରେ ବଚିଂତ ହୋଇଥିଳେ ଏବେ ସରକାର ମଶାନ ଶକ୍ତିି ବିଭାଗକୁ ଶକ୍ତିଶାଳୀକ୍ରି ସବୁ ମହିଳାଙ୍କୁ ଯୋଡ଼ିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି । ପୂର୍ବସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ମହିଲାଭ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ିଥିଳେ ଏବେ ରାଜୃ ସରକାର ସବୁ ସବୁଘର ର ମହିଳାଙ୍କୁ ଯୋନିବାକୁ ଯୋଜନା ଚଳାଇଛନ୍ତି । ସମସ୍ତେ ଜିପିଏଏଲ ନିର୍ବାଚନରେ ଭାଗନେବାର ସୁଯୋଗ ମିଳିବ । ପୂର୍ବରୁ ଥିବା ସଭାପତି ଓ ସଂପାଦକ ଓ ସ୍ଥାନରେ ନୂଆ ମହିଳାମାନଙ୍କୁ ସୁଯୋଗ ମିଳିବ । ମଇମାସରେ ଜିପିଏଲ ଏଫ, ସିଏଲଏଫ, ବିଏଲଏଫଙ୍କୁ ,ଏବଂ ଜିଲାସ୍ତରର ଏବଂ ରାଜ୍ୟସ୍ତରେ ନୂଆ ନିଯୁକ୍ତି ମିଳିବ । ଯେଉଁମାନେ ୨ ବର୍ଷରୁ ୪ବର୍ଷ ପର୍ଯ୍ୟନ୍ତ ରହି ସାରିଛନ୍ତି ସେମାନଙ୍କୁ ରଖାଯିବନି । ପୂର୍ବ ସରକାର ମହିଳା ଗୋଷ୍ଠୀମାନଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ବ୍ୟବହାର କରୁଥିଲେ ସେହିକାରଣରୁ ଗୋଷ୍ଠୀମାନଙ୍କୁ ରେଜିଷ୍ଟ୍ରସନ କରାଯାଇନାହିଁ । ବିନା ରେଜିଷ୍ଟ୍ରେସନରେ କୋଟି କୋଯି ଟଙ୍କାର ଆର୍ଥିକ ଅନୁଦାନ ଦିଆଯାଇଛି ଏବଂ ଅନିଟ ହୋଳି ନାହିଁ । ଏବେ ମହିଳାଙ୍କ ପାଇଁ ନୂଆ ସରକାର କାମକରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଚନା ଦେଇଛନ୍ତି