ରାଜ୍ୟ

ପୁରତନ ଛାତ୍ର ମାନଙ୍କ ବଧୁଂ ମିଳନ ସମ୍ବର୍ଦ୍ଧନା ସଭା

Spread It

ପୁରତନ ଛାତ୍ର ମାନଙ୍କ ବଧୁଂ ମିଳନ ସମ୍ବର୍ଦ୍ଧନା ସଭା
ନିମାପଡ଼ା ରାମନବମୀ ଅବସରରେ ପ୍ରାକ୍ଟିସିଂ ଉପ୍ରା ବିଦ୍ୟାଳୟରେ ୨୦୯୮-୯୯ ମସିହାରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀମାନଙ୍କ ବଧୁଂମିଳଦନ କାର୍ଯ୍ୟକ୍ରମ ଅନୁଷ୍‌ିଂତ ହୋଇଯାଇଛି । ସେହି ସମୟରେ ବିଦ୍ୟାଳୟରେଓ ବର୍ତମାନ ସମୟରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ୁ ଏବଂ ଉତ୍ସବକୁ ନିମନ୍ତ୍ରଣ ଉତରୀୟ ଫୁଲତୋଡ଼ା ଦିଆଯାଇ ସମ୍ବର୍ଦ୍ଧିତ କରିବାସହ ବିଦ୍ୟାଳୟର ସôଫଳତା ପାଇଁ ତତକାଳୀନ ସମୟରେ ଶିକ୍ଷାଦେଉଥିବା ଗୁରୁଜୀ ଓ ଗୁରୁମାମାନଙ୍କ ଓ ନୂତନ ଶିକ୍ଷା ପଦ୍ଧତିକୁ ୁ ଉଚ୍ଚ ପ୍ରଶଂସା କରାଯାଇଥିଲା ଏହି ସମ୍ବର୍ଦ୍ଦନା ସଭାରେ ତତକାଳୀନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ପରିନା ପୈାରହିତ୍ୱ କରିଥିଲେ କଲ୍ୟାଣୀ ସିହ୍ନା,
ପ୍ରମିଳା ଦେବୀ, ଦୁଃଖୀ ଦେବୀ, ବିଳାସିନ ିକର, ରାଜଲକ୍ଷ୍ମୀ ମହାନ୍ତି ,ରଞୁବାଳା ମହାପାତ. ଇୋମନ ଚରଣ ଦ।।, ଉଷାରାଣୀ ମିଶ୍ର ପ୍ରମୋଦ ମୋହିନୀ ଦାଶ, ସୁକାନ୍ତି ଦେଇ, ନିର୍ମଳ ମିଶ୍ର ତ୍ରିଲିପ୍ତା ମିଶ୍ର, ସ୍ନେହମୟୀ ସ୍ୱାଇଁ, ମାହେଶ୍ୱରୀ ଦାଶ, କ୍ଷଣପ୍ରଭାପାତ୍ର ଣ୍‌ପସିତା
ପ୍ରିୟଦର୍ଶନୀଙ୍କୁ ସମ୍ମାନ୍ନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରଦୀପ ସ୍ୱାଇଁ ଓ ଜଗତଜୀବନ ମଲିକ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *