ରାଜ୍ୟ

ଭାରତୀୟ ଜନତା ପାର୍ଟିର୪୬ ତମ ପ୍ରତିଷ୍ଠା ଦିବସ ପାଳନ

Spread It

ଭାରତୀୟ ଜନତା ପାର୍ଟିର୪୬ ତମ ପ୍ରତିଷ୍ଠା ଦିବସ ପାଳନ
ନିମାପଡ଼ା, (ଏ.ପି ନ୍ୟୁଜ) ଭାରତୀୟ ଜନତା ପାର୍ଟିର ୪୬ ତମ ପ୍ରତିଷ୍ଠା ଦିବସ ଦଳୀୟ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ରାଷ୍ଟ୍ରସେବା, ଅନ୍ତ୍ୟୋଦୟ ଏବଂ ବିଚାରଧାରକୁ ନେଇ ସମର୍ପିତ ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଭାରତୀୟ ଜନତାପାର୍ଟିର ନିମାପଡ଼ା ର ସମସ୍ତ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ଦଳୀୟ ପତକାକୁ କାର୍ଯ୍ୟାଳୟରେ ଉତୋଳନ କରାଯାଇଥିଲା । ଏହି ପ୍ରତିଷ୍ଠା ଦିବସ
ଅବସରରେ ସମସ୍ତ କାର୍ଯ୍ୟକର୍ତାଙ୍କୁ ହାର୍ଦ୍ଦିକ ଶୁଭକାମନା ନିମାପଡ଼ାର ସମସ୍ତ ଜନସାଧାରଣଙ୍କୁ ଶୁଭକାମନା ଜଣାଯାଇଥିଳା । ଦଳୀୟ କାର୍ଯ୍ୟାଳୟରେ ସମସ୍ତ ମଣ୍ଡଳ ସଭାପତି,ଓ ପୁର୍ଣ୍ଣ ଚନ୍ଦ୍ର ଓଝା, ମୀନଲତା ମହାନ୍ତି କାଉନସିଲର ନିରଞନ ନାୟକ, ସନ୍ତୋଷ ଓଝା ଟଟନ ସାହୁ, ଇଂ ଶ୍ୟାମସୁନ୍ଦର ନାୟକପ୍ରମୁଖଙ୍କ ସମେତ ଶତାଧିକ ଆଗଧାଡ଼ିର ନିମାପଡ଼ା ର ବିଜେପି କର୍ମକର୍ତାମାନେ ଉପସ୍ଥିତଥିଲେ ।

Leave a Reply

Your email address will not be published. Required fields are marked *