ରାଜ୍ୟ

“ଭ।ରତ ସଂସ୍କୃତି ଯ।ତ୍ର।ଦ୍ଦ ୨୦୨୫ର ଉଦ୍‍ଯ।ପନୀ ସନ୍ଧ୍ୟ।ରେ ଭ।ରତୀୟ ଶ।ସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ କ।ର୍ଯ୍ୟକ୍ରମରେ ଦର୍ଶକ ବିଭୋର ।

Spread It

“ଭ।ରତ ସଂସ୍କୃତି ଯ।ତ୍ର।ଦ୍ଦ ୨୦୨୫ର ଉଦ୍‍ଯ।ପନୀ ସନ୍ଧ୍ୟ।ରେ ଭ।ରତୀୟ
ଶ।ସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ କ।ର୍ଯ୍ୟକ୍ରମରେ ଦର୍ଶକ ବିଭୋର ।
ଭୁବନେଶ୍ୱର (୨୨.୦୪.୨୦୨୫) – ହିନ୍ଦୁସ୍ତ।ନ ଆର୍ଟ ଆଣ୍ଡ ମ୍ୟୁଜିକ୍‍ ସୋସ।ଇଟି ଏବଂ ତ୍ରିଧ।ର। ଅନୁଷ୍ଠ।ନ ଦ୍ୱ।ର। ଆୟୋଜିତ ଭ।ରତୀୟ ଶ।ସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ କ।ର୍ଯ୍ୟକ୍ରମ ‘ଭ।ରତ ସଂସ୍କୃତି ଯ।ତ୍ର।ଦର ଉଦ୍‍ଯ।ପନୀ ସଂଧ୍ୟ।ରେ ମର୍ଦ୍ଦଳ ଓ ବଂଶୀ ବ।ଦନ ସହିତ ଓଡ଼ିଶୀ, ସମ୍ବଲପୁରୀ, ଭ।ରତ।ନଟ୍ୟମ୍‍ ଓ କଥକ ନୃତ୍ୟରେ ଦର୍ଶକ ମତୁଆଲ । ଏହି ଉତ୍ସବଟିକୁ ଭ।ରତ ସରକ।ରଙ୍କ ସଂସ୍କୃତି ମନ୍ତ୍ରଣ।ଳୟ ଦ୍ୱ।ର। ଜ।ତୀୟ ଉପସ୍ଥିତି ଯୋଜନ। ଅଧୀନରେ ସମର୍ଥନ କର।ଯ।ଇଥିଲ। ବେଳେ ଓଡ଼ିଶ। ସରକ।ରଙ୍କ ଓଡ଼ିଆ ଭ।ଷ।, ସ।ହିତ୍ୟ ଓ ସଂସ୍କୃତି ବିଭ।ଗ ସହଯୋଗରେ ଉପସ୍ଥ।ପନ କର।ଯ।ଇଥିଲ। ।

ଉଦ୍‍ଯ।ପନୀ ସଂଧ୍ୟ।ର ଅତିଥିମ।ନେ ଥିଲେ ଭୁବନେଶ୍ୱରର ପୂର୍ବତନ ସ।ଂସଦ ଡ଼କ୍ଟର (ପ୍ରଫେସର) ପ୍ରସନ୍ନ କୁମ।ର ପ।ଟ୍ଟଶ।ଣୀ; ବିଶିଷ୍ଟ ଓଡ଼ିଶୀ ନୃତ୍ୟ।ଙ୍ଗନ। ତଥ। ଆର୍ଟ ଭିଜନ୍‍ର ସମ୍ପ।ଦିକ। ଗୁରୁ ଡ଼କ୍ଟର ଇଲିଆନ। ସିତ।ରିଷ୍ଟ; ବିଶିଷ୍ଟ ଗ।ୟକ ତଥ। ଲେଖକ ଦଳ।ଇକୃଷ୍ଣ ମେହେର; ଗୀତ।ଞ୍ଚଳୀ ପିସ୍‍ ଫ।ଉଣ୍ଡେସନ୍‍ର ପ୍ରତିଷ୍ଠ।ତ। ଏସ୍‍. ଗୀତ।ଞ୍ଜଳୀ; ହିନ୍ଦୁସ୍ତ।ନ ଆର୍ଟ ଆଣ୍ଡ ମ୍ୟୁଜିକ୍‍ ସୋସ।ଇଟିର ସଚିବ ପ୍ରଶ୍ନଜିତ୍‍ ପୋଦ୍ଦ।ର ଏବଂ ତ୍ରିଧ।ର।ର ନିର୍ଦ୍ଦେଶକ ଗୁରୁ ଡ଼କ୍ଟର ଗଜେନ୍ଦ୍ର କୁମ।ର ପଣ୍ଡ। ।

ଅନ୍ତିମ ସନ୍ଧ୍ୟ।ର ପ୍ରଥମ ଉପସ୍ଥ।ପନ। ଥିଲ। ପ୍ରଖ୍ୟ।ତ ମର୍ଦ୍ଦଳ ବ।ଦକ ଗୁରୁ ସଚ୍ଚିଦ।ନନ୍ଦ ଦ।ସଙ୍କ ଦ୍ୱ।ର। ଓଡ଼ିଶୀ ମର୍ଦ୍ଦଳ ବ।ଦନ । ତ।ଙ୍କର ବିଭିନ୍ନ ର।ଗ ଓ ତ।ଳକୁ ନେଇ ତବଲ। ଉପରେ ଆଙ୍ଗୁଠି ଚ।ଳନ। ସହିତ ବିଭିନ୍ନ କୌଶଳରେ ତବଲ। ବ।ଦନ ପ୍ରେକ୍ଷ।ଳୟରେ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲ। । ତ।ଙ୍କୁ ସହଯୋଗ କରୁଥିଲେ ହ।ରମୋନିୟମ୍‍ରେ ମୁରଲୀଧର ସ୍ୱ।ଇଁ ଓ ମର୍ଦ୍ଦଳରେ ଅରୁପ ଦ।ସ । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲ। ପ୍ରଫେସର ଜବ।ହ।ର ମିଶ୍ରଙ୍କ ଦ୍ୱ।ର। ବଂଶୀ ବ।ଦନ । ପରେ ପରେ ଜ୍ୟେତ୍ସ।ର।ଣୀ ସ।ହୁ ଓ ସ।ଥୀଙ୍କ ଦ୍ୱ।ର। ଦଳଗତ ଓଡ଼ିଶୀ ନୃତ୍ୟ ନ।ଦ ନିନ।ଦ ପରିବେଷିତ ହୋଇଥିଲ। ଯ।ହ।ର ସଙ୍ଗୀତ ସଂଯୋଜନ। କରିଥିଲେ ଗୁରୁ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ ଓ ନୃତ୍ୟ ସଂଯୋଜନ। କରିଥିଲେ ଗୁରୁ ଜ୍ୟେତ୍ସ।ର।ଣୀ ସ।ହୁ ।

ପରବର୍ତ୍ତୀ ପ୍ରସ୍ତୁତିରେ ଥିଲ। ସମ୍ବଲପୁରୀ ଦଳଗତ ନୃତ୍ୟ ଯ।ହ।କୁ ପରିବେଷଣ କରିଥିଲେ ଗୁରୁ ଗୋପ।ଳ ଚନ୍ଦ୍ର ମହ।ପ।ତ୍ର ଓ ସ।ଥୀ । ଶେଷ ପ୍ରସ୍ତୁତିରେ ଥିଲ। ନ।ଟ୍ୟଶ୍ରୀ କେଶବ କୁମ।ର ସେଲଭମ୍‍ ଓ ଚେତନ୍‍ ଏସ୍‍.ସି.ଙ୍କ ଦ୍ୱ।ର। ଦୈତ୍ୟ ଭରତନ।ଟ୍ୟମ୍‍ ଓ କଥକ ନୃତ୍ୟ ପରିବେଷଣ । ହିନ୍ଦୁସ୍ତ।ନ ଆର୍ଟ ଆଣ୍ଡ ମ୍ୟୁଜିକ୍‍ ସୋସ।ଇଟିର ସଚିବ ପ୍ରଶ୍ନଜିତ୍‍ ପୋଦ୍ଦ।ର ଏବଂ ତ୍ରିଧ।ର।ର ନିର୍ଦ୍ଦେଶକ ଗୁରୁ ଡ଼କ୍ଟର ଗଜେନ୍ଦ୍ର ପଣ୍ଡ।ଙ୍କ ଦ୍ୱ।ର। ଏହି ଉତ୍ସବଟିର ପରିକଳ୍ପନ। ଓ ସମ୍ପ।ଦନ। କର।ଯ।ଇଛି । କ।ର୍ଯ୍ୟକ୍ରମକୁ ସଂଚ।ଳନ। କରିଥିଲେ ଶୋଭ। ମହ।ପ।ତ୍ର ।

Leave a Reply

Your email address will not be published. Required fields are marked *