ରାଜ୍ୟ

ମେଣ୍ଢା ଫସଲ କିଆରିରେ ପସିଯିବାରୁ ମାଲିକକୁ ଠେଙ୍ଗାରେ ମାଡ

Spread It

ମେଣ୍ଢା ଫସଲ କିଆରିରେ ପସିଯିବାରୁ ମାଲିକକୁ ଠେଙ୍ଗାରେ ମାଡ

ନିମାପଡ଼ା, ୧୯/୦୬(ଏପିନ୍ୟୁଜ) ଚାରିଛକ ଥାନା ଅଧିନସ୍ଥ ଶୁଧବାରିମୂଳ ଗ୍ରାମର ଗୈରାଙ୍ଗ ଚରଣ ଦାସ ଗତ ୧୮ତାରିଖ ଅପରାହ୍ନରେ ମେଣ୍ଢା ଚରାଉଥିବାବେଳେ ଭୁଲରେ ଗୋଟିଏ ମେଣ୍ଢା ପ୍ରଫୁଲ ଦାସଙ୍କ କ୍ଷେତକୁ ପସିଯାଇଥିଲା। ତାଙ୍କ ପୁଅ ଏବଂ ସ୍ତ୍ରୀ ମିଶି ଗାଳି ଗୁଲଜ କରିଥିଲେ। ଏକ ଠେଙ୍ଗା ସାହାଯ୍ୟରେ ତାଙ୍କ ମୁଣ୍ଡକୁ ପିଟି ଫଟେଇ ଦେଇଥିଲେ। ଏଥିରେ ଗୌରାଙ୍ଗ ଗୁରୁତ୍ୱର ଆହତ ହୋଇ ଚିକିତ୍ସାଧୀନ ପାଇଁ ଡାକ୍ତରଖଶନା ଯାଇଥିଲେ। ଏହାପରେ ସେ ଚାରିଛକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ମାମଲା ନେଇ ରୁଜୁ ଚଲାଇଛି।

Leave a Reply

Your email address will not be published. Required fields are marked *