ରାଜ୍ୟ

ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯୋଗଦେବେ 4 ବିଶେଷଜ୍ଞ ଡ଼ାକ୍ତର

Spread It

ରଙ୍ଗର ପର୍ବ “ହୋଲି” ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚାରିଜଣ ବିଶେଷଜ୍ଞ ଡ଼ାକ୍ତର ଭେଟି ଦେଇଛନ୍ତି ା  ଏହା ଦ୍ବାରା ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଶିବ ାଏବଂ ରୋଗୀମାନେ ବିଶେଷ କରି ସ୍ତ୍ରୀ ଓ ପ୍ରସୂତି ବିଭାଗ, ଭେସଜ ବିଭାଗ ଏବଂ ଶିଶୁରୋଗ ବିଭାଗରେ ଅନେକ ଦିନ ଧରି ଡ଼ାକ୍ତର ମାନଙ୍କର ସେବାରୁ ବଂଚିତ ହେ‌ବେନାହିଁ ା ଡ଼ାକ୍ତର ମାନେ ହେଲେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡ଼ାକ୍ତର ସୋଭନା ପ୍ରଧାନ,  ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ସିଦିପ୍ତା ପଣ୍ଡା, ଅସ୍ତ୍ରପୋଚାର ବିଶେଷଜ୍ଞ ଡ଼ାକ୍ତର ଦେବାଶିଷ ନନ୍ଦ, ଭେସଜ ବିଶେଷଜ୍ଞ ଡ଼ାକ୍ତର ହୃଶିକେଶ ମହନ୍ତ 

Leave a Reply

Your email address will not be published. Required fields are marked *