ରାଜ୍ୟ

କାଳବୈଶାଖ ଯୋଗୁଁ ନିମାପଡା ମୁଖ୍ୟ ରାସ୍ତାରେ ଜମିଲା ପାଣି

Spread It

ନିମାପଡା୨୨/୦୫(ଏପିନ୍ୟୁଜ) ନିମାପଡା ବ୍ଲକ, କାଳବୈଶାଖୀ ବର୍ଷାରେ ନିମାପଡା ‌ବଜାର ବେହାଲ । ନିମାପଡାରେ ଅଜି ମଧ୍ୟାହ୍ନରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବା ଫଳରେ ଅ‌ନେକ ସ୍ଥାନରେ ବର୍ଷାଜଳ ଓ ନର୍ଦମା ପାଣି ଏାଠୀ ଜମା ହୋଇ ରାସ୍ତା ଉପରେ ପ୍ରାୟ ୨ ଫୁଟ ଉଚ୍ଚରେ ପ୍ରବାହିତ ହେଉଥିଲା। ଯାହାକି ଯାନବାହାନ ଚଳାଚଳରେ ଅ‌ନେକ ବାଧା ସୃଷ୍ଟି କରିଥିଲା । ଉନ୍ନତ ମାନର ଡ୍ରେନେଜ ସିଷ୍ଟମ ନଥିବାରୁ ଏପରି ଘଟଣା ଘଟିଥିଲା ଯାହାକି ବର୍ଷାଋତୁରେ ଅନେକ ଅସୁବିଧାର କାରଣ ସାଜିପାରେ । ଏଣୁ ଏଥିପ୍ରତି ନିମାପଡା ଏନ୍.ଏ.ସିକୁ ଉପଯୁକ୍ତ ପଦକ୍ଷେପ ନେବା ଉଚିତ୍ ।

Leave a Reply

Your email address will not be published. Required fields are marked *