ନିମାପଡ଼ାକୁପୈାରପରିଷଦଘୋଷଣାଦାବୀ
ନିମାପଡ଼ା (ଏ.ପି ନ୍ୟିୁଜ)) ନିମାପଡ଼ାକୁ ପୈାରପରିଷଦ ବା ମ୍ୟୁନିସପାଲଟିଘୋଷଣା ଦାବୀକରି ନିମାପଡ଼ାର ସିଭିଲସୋସାଇଟ କର୍ମକର୍ତ୍ତାମାନେ ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ନିମାଫନୋ ଗ୍ରସ୍ତ ଅବସରରେ ପୂର୍ତ୍ତବିଭାଗ ଡ଼ାକ ବଙ୍ଗଳାରେ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି।।ଏହି ଦାବୀପତ୍ରରେ ଉଲେଖ କରାଯାଇଛି ନିମାପଡ଼ା ଏନ.ଏ.ସି ମ୍ୟୁନିସପାଲଟି ହେବା ପାଇଁ ସମସ୍ତ ମାନ ଓ ମାପଦଣ୍ଡ ପୁରଣ କରୁଥିଲେ ମଧ୍ୟ ନିମାପଡ଼ା କୁମ୍ୟୁନିସପାଲ ଟି ଘୋଷଣା କରାନଯାଇ କାଳକ୍ଷେପଣ ନୀତି ବିଭାଗୀୟ ଅଧିକାରୀ ମରୁଥିବା ଅଭିଯୋଗ ହୋଇଛି। ।ନିମାପଡ଼ା ଏନ.ଏ.ସି ର କେନ୍ଦ୍ର ବିନ୍ଦୁଠାରୁ ୫କିମି ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଅଞ୍ଚଳ ଗୁଡ଼ିକ ଛୋଟସହରରେ ପରିଣିତ ହେଲାଣି ପରିଷଦର ଲୋକସଂଖ୍ୟା ୩୨ ହଜାର ପାର କରିଗଲେଣି। ନିମାପଡ଼ା ଏନ.ଏ.ସି ଅଞ୍ଚଳର ୧୧ଟିୱାର୍ଡ଼ ମଧ୍ୟରେ ସିମିତ ରହିଛି।ଅତିରିକ୍ତ ଜିଲା ଜଜକୋର୍ଟ. ଠାରୁ ଆରମ୍ଭକରି ରାଜ୍ୟସରକାର ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅପିସ ଏବଂ ବେସରକାରୀ ଏବଂ ସରକାରୀ ଏବଂ ଘରୋି ବ୍ୟାଙ୍କ ରହିଛି। ପରଇଷଦ ସବୁ ୃଞ୍ଚଳ ପାଇଁ ଦୃଷ୍ଟି ଦେଇ ହେଉନଥିବାରୁ ମ୍ୟୁନିସ ପାଲଟି ଘୋଷଣା ହେଲେ ପରିଷଦ ଲୋକମାନେ ଅଧିକ ସୁବିଧା ସୁଯୋଗ ପାଇପାରିବେ। ସଭିଲ ସୋସାିଟ ପକ୍ଷରୁ ଦିଆଯାଇଥିବା ଦାବୀ ପତ୍ରରେ ଉଲେଖ କରାଯାଇଛି। ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଭେଟିଥିବା ସଭାପତି ଆଡ଼ଭୋକେଟ ସୁଧିର ଚରଣ ମହାନ୍ତି ଅକ୍ଷୟ କୁମାର ନାୟ, ଆନଭୋକେଟ ପ୍ରଭାିତ ବେହେରା , ଦିଗମ୍ବର ନାୟକ ନିମାପଡ଼ା ମ୍ୟୁନିସପାଲଟି ଘୋଷଣା କରିବାକୁ ଦାବୀ କରିଛନ୍ତି
