ରାଜ୍ୟ

ପୂର୍ବତନ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ପରଲୋକ

Spread It

 

 ନିମାପଡ଼ା, ପୂର୍ବତନ ପ୍ରାଣୀ ଚିକିତ୍ସା ଅଧିକାରୀ ତଥା ସମାଜ ସେବୀ ଡ଼ାକ୍ତର ତରୁଣ କୁମାର ପଣ୍ଡାଙ୍କ ୮୦ ବର୍ଷ ବୟସରେ  ନିକଟସ୍ଥ ନହନ୍ତରା ଗ୍ରାମରେ ଥିବା ବାସଭବନରେ ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁଖବର ପ୍ରଚାରିତହେବାପରେ ସକାଳୁ   ଲୋକମାନେ  ଶେଷ ଦର୍ଶନ ପାଇଁ ସୁଅ ଛୁଟିଥିଲା। ସେ ସରକାରୀରୁ ଅବସରନେବାପରେ ଗ୍ରାମଗ୍ରାମ ବୁଲି ଗୃହପାଳିତ ପ୍ରାଣୀମାନଙ୍କ ଚିକିତ୍ସା ସୁବିଧା ଯୋଗାଦେଇଥିଲେ।   ସ୍ବର୍ଗତ ପଣ୍ଡା ଜଣେ ସଚ୍ଚୋଟ, ପରଉପକାରୀ ଓ ଲୋକମାନଙ୍କ ପ୍ରତି କର୍ତ୍ତବ୍ୟପରାୟଣତା ପ୍ରତି ଧ୍ୟାନ ଦେଉଥିଲେ। ତାଙ୍କ ଅମର ଅତ୍ମାର ସଦଗତିପାଇଁ ନହନ୍ତରା ଗ୍ରାମବାସୀ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। 

Leave a Reply

Your email address will not be published. Required fields are marked *