ବିଶ୍ଵ ପଖାଳ ଦିବସ ପାଳନ
ବିଶ୍ଵ ପଖାଳ ଦିବସ ପାଳନ ନିମାପଡା. 20/3 ଆଜି ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫାୟାର ଅର୍ଗାନିସେସନ ପକ୍ଷରୁତଳ ଅଂଢିଆ ନିଜ କର୍ଯ୍ୟାଳୟ ରେ ବିଶ୍ଵ ପଖାଳ ଦିବସ ପାଳିତ ହୋଇଛି. ଅତିଥି ପ୍ରାଧ୍ୟାପକ ଗୋବିନ୍ଦ ଚନ୍ଦ୍ର ନାୟକ. ସଂସ୍ଥାର ସମ୍ପାଦକ ଗଗନ ବିହାରୀ ଦାସ. କୋଷାଧକ୍ଷ ପଦ୍ମ ଚରଣ ମହାନ୍ତି. ସାମ୍ବାଦିକ ଚିତ୍ତରଞ୍ଜନ ମହାନ୍ତି. ନିଳୟର ଅନ୍ତେବାସୀ ମାନେ ଏକାଠି ବସି ପଖାଳ ଖାଇଥିଲେ