ବିଶ୍ବ ପରିବେଶ ଦିବସ ପାଳିତ
ନିମାପଡ଼ା, ୫/୬(ଏପିନ୍ୟୁଜ) ଆଜି ସ୍ଥାନୀୟ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନ୍ରାସବେରା ୟୁଥ ଟ୍ରଷ୍ଟ ପକ୍ଷରୁ ଶହୀଦ ଭବନ ଓ ଶିଶୁ ଉଦ୍ୟାନ ପରିସରରେ ବିଶ୍ବ ପରବେଶ ଦିବସ ପାଳିତ ହେବା ସହ ଏହି ସ୍ଥାନର ପରିବେଶକୁ ସଫାସୁତରା କରାଯାଇଥିଲା। ଟ୍ରଷ୍ଟର ସଦସ୍ୟମାନେ ଶ୍ରମଦାନ କରିଥିଲେ। ପରିବେଶକୁ କିଭଳି ସୁରକ୍ଷିତ ରଖିବା ସଂପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମ ରେ ଉପଦେଷ୍ଟା ପ୍ରତାପ ଚନ୍ଦ୍ର ସାବୁତ, ଜୀବନ ଜୋତି ଶତପଥି, ନିର୍ମଳ ମିଶ୍ର, ସମ୍ପାଦକ ନିର୍ମଳ ପରିଡା, ବନିତା ଜେନା, ଲଷ୍ମୀ ତ୍ରିପାଠୀ, ଶ୍ରଦ୍ଧାଞ୍ଜଳି ଓଝା, ଅନୁପମା ରାଉତ, ସୁବାଶିଷ ସ୍ୱାଇଁ, ଅକ୍ଷୟ କୁମାର ମଳିକ, ଅଜିତ ସେଠି,ପ୍ରଦୀପ ପତି, ସୋମ୍ୟରାଜନ ଜେନା, ପୁର୍ଣ୍ଣଚନ୍ଦ୍ର ପାଲ, ଅମିତ ଦାସ, ଅମିତ ପରିଜା, ସୁବ୍ରତ ରାଉତ, ପିଣ୍ଟୁ ପ୍ରଭୁତି ୩୦ରୁ ଉର୍ଦ୍ଧ ସଦସ୍ୟ ଯୋଗ ଦେଇଥିଲେ।