ରାଜ୍ୟ

ଟିକାସ ଫାଙ୍କି ଓ ପରମିଟ ଅନିମିୟତା ଆଭିଯୋଗରେ ୧୫ ଲକ୍ଷ ଟଙ୍କରୁ ଉର୍ଦ୍ଧ ଜରିମନା ଆଦାୟ

Spread It

ପୁରୀ (ଏ.ପି ନ୍ୟିୁଜ) ଆଜି ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ଏବଂ କଟକର ରାଜ୍ୟ ପରିବହନ ବିଭାଗ ର ପୁରୀ ନିକଟସ୍ଥ ମାଳତିପାଟପୁର ବସଷ୍ଟାଣ୍ଡ ଉପରେ ଚଢଉକରି ୪ଟି ପଶ୍ଚିମ ବଙ୍ଗଳାର ପର‌୍ୟ୍ୟଟକ ବସ ପରମିଟ ଏବଂ ଟିକସ ପଇଠ କରିନଥିବା କାରଣରୁ ୪ଟି ବସକୁ ଜବତ କରି ସେହି ବସ ଗୁଡ଼ିକ  ଠାରୁ ୧୫ ଲକ୍ଷ ୪୬ ହଜାର ୮୪୭ ଟଙ୍କା ଜରିମନା ଆଦାୟ କରାଯାଇଛି। ବସ ଗୁଡ଼ିକ ହେଲା ଡ଼ବ୍ଲୁବି ୨୯ ଏଫ ୬୮୬୨, ଡ଼ବ୍ଲୁବି ୧୧ଏଫ ୭୪୯୯, ଡ଼ବ୍ଲୁବି ୭୩ଜି୭୫୦୧ ଏବଂ ଡ଼ବ୍ଲୁବି ୨୯ ଏଫ୩୦୮୮ ପୁରୀ ଆରଟିଓଙ୍କ ସୁତ୍ରରୁ ପ୍ରକାଶ

Leave a Reply

Your email address will not be published. Required fields are marked *