ରାଜ୍ୟସ୍ତରୀୟ ଶାରଳା କପ କ୍ରିକେଟ ଆୟୋଜକଙ୍କ ପକ୍ଷରୁ ସମ୍ବାଦିକ ସମ୍ମିଳନୀ ରେ ଚଳିତ ବର୍ଷ ହେବ ଟଙ୍କାର ବର୍ଷା ।
ଅସ୍ତରଙ୍ଗ( ଏ.ପି ନ୍ୟିୁଜ) :ଚଳିତ ବର୍ଷ ଅସ୍ତରଙ୍ଗ ରେ ହେବାକୁ ଥିବା ୩୩ ତମ ରାଜ୍ୟସ୍ତରୀୟ ଶାରଳା କପ କ୍ରେିକଟ ଟୁଣ୍ଣର୍ମେଣ୍ଟପାଇଁ ଆୟୋଜକ ମାନଙ୍କ ପକ୍ଷରୁ ସମ୍ବାଦିକ ସସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହି କ୍ରିକେଟ ଟୁର୍ଣ୍ଣମେଣ୍ଟ କୁ ରାଜ୍ୟର ଏକ ସ୍ୱତନ୍ତ୍ର ଧରଣର କ୍ରିକେଟ ଟୁଣ୍ଣାର୍ମେଣ୍ଟେର ପରିଣିତ କରିବାପାଇଁ ଶାରଳା ସ୍ପୋର୍ଟିଂ କ୍ଲବସମସ୍ତ ବିଭିନ୍କାନ କାର୍ଯ୍ୟକ୍ରମ ହାତକୁ ନେଇଛି । ଚଳିତ ବର୍ଷ କ୍ରିକେଟ ପ୍ରେମୀ ଏବଂ କ୍ରିକେଟ ଖେଳାଳି ଙ୍କୁ ଆକୃଷ୍ଟ କରିବା ପାଇଁ ଟୁର୍ଣ୍ଣାମେଣ୍ଟରେ ଟଙ୍କାର ବର୍ଷା କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୋଟ ଆଠଟି ଟିମ ଯୋଗେଦେବ। ,କ୍ୱାଟର ଫାଇନାଲଖେଳିରନର୍ସ ହେଉଥିବା ଦଳ କୁ ୫୦୦୦ ଟଙ୍କା ପ୍ରଦାନ କରାଯିବା ତାସହିତ ସେମି ଖେଳୁଥିବା ରନର୍ସ ଦଳ କୁ ୧୦,୦୦୦ ଟଙ୍କା ର ଆର୍ଥିକ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି ଆର୍ଥିକ ରାଶି କୁ ଶାରଳା ସ୍ପୋର୍ଟିଂ କ୍ଲବ ର ଫାଉଣ୍ଡର ନଟ କିଶ୍ୱର ମହାନ୍ତି ପ୍ରଦାନ କରିବେ । ସେହିଭଳି ଫାଇନାଲ ମ୍ୟାଚ ରେ ବିଜୟୀ ଦଳ କୁ ଅନୁଷ୍ଠାନ ପକ୍ଷରୁ ୩୫,୦୦୧ ଟଙ୍କା ପ୍ରଦାନ କରାଯିବା ସହିତ ରନର୍ସ ହୋଇଥିବା ଦଳକୁ ୨୫,୦୦୧ ଟଙ୍କା ପ୍ରଦାନ କରାଯିବ ଓ ପ୍ରତ୍ୟେକ ଖେଳର ମ୍ୟାନ ଅଫ ଦି ମ୍ୟାଚ ପାଇଁ ୨୦୦୦ ଟଙ୍କା ପ୍ରଦାନ କରାଯିବା ସହିତ ପ୍ରତି ଏକ ରନ କୁ ୧୦ ଟଙ୍କା ,ପ୍ରତି ଦୁଇ ରନ କୁ ୨୦ ଟଙ୍କା ,ପ୍ରତି ତିନି ରନ କୁ ୩୦ ଟଙ୍କା ,ପ୍ରତି ୪ ରନ କୁ ୫୦ ଟଙ୍କା ଏବଂ ପ୍ରତି ଛକା କୁ ୨୦୦ ଟଙ୍କା ରହିଥିବା ବେଳ ପ୍ରତି ଉଇକେଟକ ସଂଗ୍କୁରହ କରୁଥିବା ବୋଲରକୁ ୫୦ ଟଙ୍କା ରହିଛି । ଟୁର୍ଣ୍ଣମେଣ୍ଟରେ ଏକ ଶତ ରନ କରନ୍ତି ସେହି ବ୍ୟାଟରଙ୍କୁ ମା ମଙ୍ଗଳା ଗୋଖାଦ୍ୟ ଭଣ୍ଡାର ପକ୍ଷରୁ ଗୋଟିଏ ଏଲଇଡ଼ି ଟିଭି ପ୍ରଦାନ କରାଯିବା ପାଇଁ ଏହି ପ୍ରତିଷ୍ଠାନ ର ମାଲିକ ସୁଦୀପ୍ତ ରାଉତ ଘୋଷଣା କରିଛନ୍ତି । ଏହାସହିତ ଶାରଳା ସ୍ପୋର୍ଟିଂ ପକ୍ଷରୁ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ଏହି ଶାରଳା କପ ରେ ସମସ୍ତ ମ୍ୟାଚ ଟି – ୨୦ ଫର୍ମାର୍ଟ ରେ ଖେଳା ଯିବ । ଏହି କ୍ରିକେଟ ପଡିଆରେ ଦଶର୍କ ଙ୍କ ମେନାରଂଜନ ପାଇଁ ଡାନ୍ସଅମ୍ପୟାର ସହିତ ଚିଅର ଗ୍ୟାର୍ଲ ର ବ୍ୟବସ୍ଥା ରହିଛି । ଚଳିତ ବର୍ଷ ଏହି ମ୍ୟାଚ ରେ ଏଲଇଡ଼ି ସ୍କ୍ରିନ ରେ ଥାର୍ଡ ଅାମ୍ପେୟାର ର ସୁବିଧା ଉପଲବ୍ଧ ହେବାର ବେବସ୍ଥା ରହିବ ।ଏହି ରାଜ୍ୟସ୍ତରୀୟ ଶାରଳା କପ କ୍ରିକେଟ ଆୟୋଜନ କରୁଥିବା ଶାରଳା ସ୍ପୋର୍ଟିଂ କ୍ଲବ ପକ୍ଷରୁ ଆଜି ଏକ ପ୍ରେସ ମିଟ ଡକାଯାଇ କ୍ଲବ ର ସଭାପତି ଯୁଗଳ କେିଶାର ମହାନ୍ତି ଏହି ସୂଚନା ଦେଇଛନ୍ତି
।
