ରାଜ୍ୟ

ମହିଳାଙ୍କୁ ସରପଞ୍ଚଙ୍କ ମରଣାନ୍ତକ ଆକ୍ରମଣ ଏସ ପି ଅଫିସ ଆଗରେ ଧାରଣାରେ ବସିଲେ ଦଳିତ ମହିଳା ଓ ତାଙ୍କ ସ୍ଵାମୀ

Spread It

ପୁରୀ, ୧/୧୨-(ଏପି ନ୍ୟୁଜ)ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବଳଙ୍ଗା ଥାନା ଅନ୍ତର୍ଗତ ଶାଇଁସ ଶାସନ ସରପଞ୍ଚଙ୍କ ବିରୋଧରେ ବଳଙ୍ଗା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ଦଳିତ ମହିଳା। ବଳଙ୍ଗା ପୋଲିସ ୩ ଦିନ ହେଲଣି ଅଭିଯୋଗ ପାଇ ମଧ୍ୟ ଚୁପ ବସିଅଛି। ଦଳିତ ମହିଳା ଓ ତାଙ୍କ ସ୍ୱାମୀ ସୋମବାର ଠାରୁ ଏସ ପି ଅଫିସ ରେ ଧାରଣା ରେ ବସିଛନ୍ତି| 

Leave a Reply

Your email address will not be published. Required fields are marked *