ରାଜ୍ୟ

ନିମାପଡା ଆର୍‌ ଡି. ଅଫିସରୁ ବାହାରିଲା ସାପ

Spread It

ନିମାପଡା(ଏପିନ୍ୟୁଜ) ଆର୍.ଡି. ଅଫିସ୍ ର ଅଧୀକ୍ଷଣ ଯନ୍ତ୍ରୀଙ୍କ ଚାମ୍ବରରୁ ପାଞ୍ଚଫୁଟ ଲମ୍ବର ଏକ ଲାଉଡଙ୍କିଆ ପ୍ରଜାତିର ସାପ ଉଦ୍ଧାର ହୋଇଛି । ଏହାକୁ ଦେଖି ଅଫିସ୍ ସାରା କର୍ମଚାରୀ ଓ ଯନ୍ତ୍ରୀମାନେ ସମସ୍ତେ ଆତଙ୍କିତ ହୋଇପଡିଥିଲେ। ଦେଖେଣାହରୀଙ୍କ ଭିତରୁ କିଛି ଲୋକ ସାପକୁ ଦେଖି ମାରି ଦେଇଥିଲେ । ସାପଧରାଳିଙ୍କ ଦ୍ବାରା ସାପକୁ ନଧରି ମାରିଦେଇଥିବାରୁ ପରିବେଶବିତ୍‌ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି ।

Leave a Reply

Your email address will not be published. Required fields are marked *