ଶିକ୍ଷା

ସ୍ବାଧୀନ ଆବାସିକ ବିଜ୍ଞାନ ବିଦ୍ୟାଳୟର +୨ ପରୀକ୍ଷାରେ ଅପୂର୍ବ ସଫଳତା

Spread It

ନିମାପଡା ୨୨/୦୫(ଏପିନ୍ୟୁଜ) ନିମାପଡା ଗୁହାଳପଡାଠାରେ ଥିବା ସ୍ବାଧୀନ ଆବାସିକ ବିଜ୍ଞାନ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୪-୨୫ ରେ ଛାତ୍ର ଛାତ୍ରୀ ମାନେ ଅପୂର୍ବ ସଫଳତା ହାସଲ କରିଛନ୍ତି । ପୂର୍ବର ଥିବା ସମସ୍ତ ରେକର୍ଡକୁ ଭଙ୍ଗ କରି ଚଳିତ ବର୍ଷ ୧୯ ଜଣ ଛାତ୍ରଛାତ୍ରୀ ୯୦% ରୁ ଅଧିକ ନମ୍ବର ରଖି ପାସ କରିବା ସହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗୌରବ ଆଣିଛନ୍ତି । ଅଙ୍କିତା ପ୍ରିୟଦଶିର୍ନୀ ଚଳିତ +୨ ପରୀକ୍ଷାରେ ସର୍ବାଧିକ ୫୬୭ ନମ୍ବର ରଖି ବିଦ୍ୟାଳୟରେ ଟପ୍ପର ହୋଇଛନ୍ତି । ପୁଷ୍ପାଞ୍ଜଳୀ ଚାରିଟେବୁଲ ଟ୍ରଷ୍ଟର ସଂପାଦକ ପୁଷ୍ପାଞ୍ଜଳୀ ସାହୁ ଏବଂ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚେୟାରମ୍ୟାନ ସ୍ବାଧୀନ କୁମାର ସାହୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

୯୦% ରୁ ଅଧିକ ନମ୍ବର ରଖିଥିବା କୃତି ଛାତ୍ରଛାତ୍ରୀଙ୍କ ନାମ ନିମ୍ନରେ ଦିଆଗଲା ।

Leave a Reply

Your email address will not be published. Required fields are marked *