କୋଣାର୍କ ମନ୍ଦିର ଶବ୍ଦ ଓ ଧ୍ଵନି ପ୍ରଦର୍ଶନୀ ପ୍ରକଳ୍ପ ପୁନଃ ଆରମ୍ଭ
ସୂର୍ଯ୍ୟ ମନ୍ଦିର କୋଣାର୍କ ର ଉନ୍ନୀତ ଆଲୋକ ଶବ୍ଦ (upgradetion light and sound system) ବ୍ୟବସ୍ଥା ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ଵାରା ତା ୨୧/୧୧/୨୫ ରିଖ ସଂଧ୍ୟା ୬ ଘଟିକା ସମୟରେ ଉଦଘାଟିତ
ଓଡ଼ିଆ ସ୍ୱାଭିମାନ ର ବାର୍ତ୍ତାଵହନକାରୀ କୋଣାର୍କ ମନ୍ଦିର ଶବ୍ଦ ଓ ଧ୍ଵନି ପ୍ରଦର୍ଶନୀ ପ୍ରକଳ୍ପ ପୁନଃ ଆରମ୍ଭ 👍 ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମହୋଦୟା ଙ୍କ ପଦକ୍ଷେପ ପାଇଁ ଧନ୍ୟବାଦ ।🙏
