ରାଜ୍ୟ

କରାଯାଇଥିଲା।ମାପ ଓ ଓଜନ ବିଭାଗ ପକ୍ଷରୁ ଚଢଉ ଓ ଜେରିମନା ଆଦାୟ

Spread It

ପୁରୀ (ଏ.ପି.ନିୟୁଜ) ବୈଧ ଓଜନ ମାପ ନିୟନ୍ତ୍ରକ ଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ପୁରୀର ବିଭିନ୍ନ ଏଲପିଜି ଡିଲରଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇଥିଲା।ଏହି ଚଢ଼ାଉ ସମୟରେ ସିଲିଣ୍ଡର ଓଜନ ପାଇଁ ବ୍ୟବହାର ହେଉଥିବା ଓଜନ ମେସିନର ଯାଞ୍ଚ ମଧ୍ୟ କରାଯାଇଥିଲା। ଏହା ସହିତ, ଭର୍ତ୍ତି ହୋଇଥିବା ଏଲପିଜି ସିଲିଣ୍ଡରର ଓଜନ ଠିକ୍ ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ ହେଉଛି।ଏଲ ପି ଜି ସିଲିଣ୍ଡର ର ଓଜନ ଠିକ ରହିଥିଲା ବେଳେ ଅନ୍ୟ ନିୟମ ଉଲଙ୍ଘନ ପାଇଁ ୧୨ ହଜାର ଟଙ୍କା ର ଜୋରିମାନା ଆଦାୟ କରାଯାଇଥିଲା।ଏହା ସହ ବିଭିନ୍ନ ପରିବା ଏବଂ ଗ୍ରୋସେରୀ ଦୋକାନ ଉପରେ ମଧ୍ୟ ଚଢ଼ାଉ କରାଯାଇଥିଲା

Leave a Reply

Your email address will not be published. Required fields are marked *