ସୁରକ୍ଷା ଓ ଶାନ୍ତି ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କଲା ବିଶ୍ବ ହିନ୍ଦୁ ପରିଷଦ
ୱାକଫ ବୋଡର୍କୁ ବିଲକୁ ନେଇ ଦେଶରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କେନ୍ଦ୍ରୀୟ ସଂଯୋଜକ, ବଜରଙ୍ଗ ଦଳ ନୀରଜ ଡୋନାରିୟା, ରାଜ୍ୟ କାର୍ଯ୍ୟକାରୀ ସଭାପତି ପବିତ୍ର କୁମାର ସ୍ୱାଇଁ, ରାଜ୍ୟ ସମ୍ପାଦକ ମହେଶ ସାହୁ, ସହସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ, ରାଜ୍ୟ ସଂଗଠନ ମନ୍ତ୍ରୀ ଶରତ ପ୍ରଧାନ, ରାଜ୍ୟ ବଜରଙ୍ଗ ଦଳ ସଂଯୋଜକ ପ୍ରଭାତ ଭୂଷଣ ତ୍ରିପାଠୀ, କ୍ଷେତ୍ରୀୟ ଗୋରକ୍ଷା ପ୍ରମୁଖ ଆମଲ ଚକ୍ରବର୍ତ୍ତୀ, ରାଜ୍ୟ ଉପସଭାପତି ପ୍ରଶାନ୍ତ ପଣ୍ଡା, ଆଜି ଓଡିଶାର ରାଜ୍ୟପାଳଙ୍କୁ ଭେଟିଥିଲେ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ ।