ରାଜ୍ୟ

ସିଦ୍ଧେଶ୍ବର ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ଉଦଘାଟନ

Spread It

ସିଦ୍ଧେଶ୍ବର ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ଉଦଘାଟନ

ନିମାପଡ଼ା, (ଏପିନ୍ୟୁଜ)୫ଟି ଯୋଜନାରେ ସିଦ୍ଧେଶ୍ବର ମହାଦେବ ମନ୍ଦିର ଉନ୍ନତିକରଣ ପ୍ରକଳ୍ପର ଶୁଭ ଉଦଘାଟନ ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କଦ୍ବାରା ଆଜି ଅନୁଷ୍ଠିତ ହୋଇଯାଇଛି। ୪କୋଟିò ଟଙ୍କା ବ୍ୟୟରେ ଏହି ଶୈବ ପୀଠ ଓ ମନ୍ଦିରର ପାରିପାଶ୍ବିକ ବ୍ୟବସ୍ଥାର ଉନ୍ନତି କରଣ କାର୍ଯ୍ୟରେ କମ୍ୟୁନିଟ ହଲ ସମେତ ମନ୍ଦିର ପାରିପାର୍ଶିକ ବ୍ୟବସ୍ଥାର ଉନ୍ନତି କରଣ କରାଯାଇଛି। ମନ୍ଦିର ପରିଚାଳନାପାଇଁ ଏକ କମିଟି ଦ୍ବାରା ମନ୍ଦିର ପରିଚାଳିତ ହୋଇଥାଏ। ଏହି ଶିବ ମନ୍ଦିରରମହତ୍ବହେଉଛି ଶସ୍ମାଶନଭୂଇଁ‌ରେ ଏହି ‌ଶୈବ ପୀଠ ପ୍ରତିଷ୍ଠିତ। ପୂର୍ତ୍ତ ବିଭାଗଦ୍ବାରା ଏହି ପ୍ରକଳ୍ପର ପୁନଃ ନିର୍ମାଣ କାର୍ଯ୍ୟ କରାଯାଇଛି। ଏହି ଉଦଘାଟନଉତ୍ସବରେ ବାଳକୃଷ୍ଣ  ଓଝା, ସୁଧୀର ରଞ୍ଜନ ଦାଶ, ରାକେଶ ବେହେରା ପ୍ରମୁଖ ସମେତ ବିଷ୍ଣପୁର ଅଞ୍ଚଳର ଳୋକମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *