ରାଜ୍ୟ

ନିମାପଡ଼ା କଲେଜର ଛାତ୍ର ସଂଗଠନ ପକ୍ଷରୁ ଶୋକସଭା

Spread It

ନିମାପଡ଼ା କଲେଜର ଛାତ୍ର ସଂଗଠନ ତରଫରୁ ଡୋନେସନ୍‌ ପ୍ରୋଗ୍ରାମ

ନିମାପଡା (ଏପିନ୍ୟୁଜ): ନିମାପଡ଼ା ଅଟୋନୋମସ୍ କଲେଜର ପୂର୍ବତନ ଛାତ୍ର ନେତା ଏବଂ ସମାଜସେବୀ ଅଭିଜତ୍ ବାରିକଙ୍କ ଅକାଳ ବିୟୋଗରେ ନିମାପଡ଼ା କଲେଜର ସମସ୍ତ ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ନିମାପଡ଼ା ନିର୍ବାଚନ ମଣ୍ଡଳୀ ବାସୀ ଦୁଃଖିତ ସହିତ ମର୍ମାହତ। ନିମାପଡ଼ା ଅଟୋନୋମୋସ କଲେଜର ଛାତ୍ର ସଂଗଠନ ତରଫରୁ ଆଜି ଏକ ଅଭିଜିତ୍ ବାରିକ ଙ୍କ ପାଇଁ ଗୋଟେ ଡୋନେସନ ପୋଗ୍ରାମ୍ କାର୍ଯ୍ୟ କର୍ମ କରିଥିଲୁ। ଏଥିରେ କଲେଜର ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ହଯୋଗରେ ୯୦୭୦ ଟଙ୍କା ସଂଗ୍ରହ କରିଥିଲୁ। ସେହି ଟଙ୍କା କୁ ନେଇ ଅଭିଜିତ୍ ବାରିକ ଙ୍କ ଘର କୁ ଯାଇ ପରିବାରକୁ ଶାନ୍ତନା ଦବା ସହିତ ତାଙ୍କ ବାପା ଙ୍କ ହାତରେ ସଂଗ୍ରହ ହୋଇଥିବା ଟଙ୍କା ପ୍ରଦାନ କରିଥିଲୁ। ଏବଂ ଅଭିଜିତ୍ ବାରିକଙ୍କ ପାଇଁ ଶୋକ ସଭା ମଧ୍ୟ ପାଳନ କରିଥିଲୁ।

Leave a Reply

Your email address will not be published. Required fields are marked *