ପୁରୀ(ଏପିନ୍ୟୁଜ) ଚଳିତ ମାସ ୧୪ ରେ ଅଭିଯୋଗ ଶୁଣାଣୀ ସଦର ମହକୁମା ରେ ପୁରୀ ୧୧/୭ ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଚଳିତ ମାସ ୧୪ ତାରିଖରେ ସଦର ମହକୁମା ନିର୍ମାଣ ନିବାସ ସମ୍ମୁଖ ପଡିଆ ଠାରେ ଦିବା ୧୦ ଘଟିକା ରୁ ୧ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ସୂଚନା ଦେଇଛନ୍ତି।