ରାଜ୍ୟ

ଅଭିଜିତ ଙ୍କ ସ୍ମୃତିରେ ରକ୍ତଦାନ ଶିବିର

Spread It

ଅଭିଜିତ ଙ୍କ ସ୍ମୃତିରେ ରକ୍ତଦାନ ଶିବିର
ନେକ୍ସ ସ ହେଲ୍ପ ଫାଉଣ୍ଡେସନ ର ମାର୍ଗଦର୍ଶକ ଜ୍ଞାନରଞ୍ଜନ ବିଶ୍ଵାଳ, ସତ୍ୟ ନାରୟଣ ସାହୁ, ଆଶିଷ କୁମାର କାଳିଆ, ଦେବାଶିଷ ମହାପାତ୍ର, ମହମଦ୍ ଇବ୍ରlମା, ଜୀବନ ଜ୍ୟୋତି ସାମନ୍ତ ସିଂହାର, ଗୀତାଞ୍ଜଳି ମଲ୍ଲିକ ଓ କଳ୍ପତରୁ ସଂସ୍କୃତିକ ପରିଷଦ ର ସଭାପତି ଅଜିତ୍ କୁମାର ମିଶ୍ର,ସମ୍ପାଦକ ବଳରାମ ପରିଡ଼ା,ସୂଚୀ ସଭା ନନ୍ଦ ,ରଞ୍ଜନ କୁମାର ପରିଡ଼ା, ଚନ୍ଦନ ପରିଡ଼ା,ସୀତାକାନ୍ତ ବାରିକ ,ସତ୍ୟ ନାରାୟଣ ଭଟ୍ଟ ଚାର୍ଯ୍ୟ, ଅନୁରୋଧ କ୍ରମେ ସମାଜ ସେବୀ ଅଭିଜିତ ବାରିକ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଭାଣ୍ ପୁର୍ ରେ ହୋଇଅଛି, ଏହାକୁ ନେକ୍ସ ସ ଫାଉଣଡେସନର ଫାଉଣ୍ଡର ସୁବ୍ରତ ମଲ୍ଲିକ, ,ସଦସ୍ୟ ସର୍ବଜିତ୍ ମିଶ୍ର , ପ୍ରଦୀପ୍ତ ପରିଡ଼ା, ଗଜେନ୍ଦ୍ର ବେହେରା,ସମ୍ବିତ କୁମାର ମହାନ୍ତି, ସାବ୍ୟସଚି ସେନାପତି, ଚିନ୍ମୟ ବାରିକ , ପ୍ରିୟ ଦର୍ଶିନି ପରିଡ଼ା, ଶିବିର ପରିଚାଳନା କରିଥିଲେ ।ଏଥିରେ ୩୯ଉନିତ୍ ରକ୍ତ ସଂଗ୍ରହ ହୋଇଥିଲା

Leave a Reply

Your email address will not be published. Required fields are marked *