ରାଜ୍ୟ

+୨ରେ ପାଠ ପଢୁଥିବା ଛାତ୍ରୀ କୁ ନିଆଁ ଲଗାଇ ପୋଡ଼ିମାରିବାକୁ ଦୁର୍ବତଙ୍କ ଉଦ୍ୟମ

Spread It

ନିମାପଡ଼ା ( ଆଜି ପର୍ଯ୍ୟନ୍ତ ନ୍ୟିୁଜ)  ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ନିକଟସ୍ଥ ବାୟାବରର ନୂଆ ଗୋପାଳପୁର  ଗ୍ରାମର ଜୈନିକା ନାଁବାଳିକା ଯୁକ୍ତ ଦୁଇ ଶ୍ରେଣୀରେ ପାଠ ପଢୁଛି। ଆଜି ସକାଳୁ ଗାଁ ଶେଷ ମୁଣ୍ଢରେ ଥିବା ସାଙ୍ଗଘରକୁ ବହି ଆଣିବା ପାଇଁ ଯାଉଥିଲା। ସୁଚନାରୁ ପ୍ରକାଶ ବାୟାବର ବସ୍ତିର ତିନିଜଣ ଯୁବକ ଉକ୍ତ ନାଁବାଲିକା ମୁହଁରେ କପଡ଼ା   ପକାଇ ଉକ୍ତ ବାଳିକାକୁ ଭାର୍ଗବୀ ନଦୀ ପଠାକୁ ଟେକିନେଇ ନାଁ:ବାଳିକା ଦେହରେ ଦହଶୀଳ ପଦାର୍ଥ ଢାଲିଦେଇ ନିଆାଁଲଗାଇମାରିଦେବାକୁ ଉଦ୍ୟମ ଘଟଣା ନିମାପଡ଼ା ଅଚଂଳରେ ଚାଚଂଲ୍ୟ ଖେଳାଇ ଦେଇଛି ି। ବାଳିକା ଜଣକ ବିକଳହୋଇ ଏଣେ ସେଣେ ଦୈାଡ଼ିଥିବା ବେଳେ ବସ୍ତିବାସୀ ତାକୁ ଆହତ ଅବସ୍ଥାରେ ଆହତ ଅବସ୍ଥାରେ  ଉଦ୍ଧାର କରି ପିପିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାପାଇଁ ଭର୍ତିତ୍ତ କରିଥିଲେ। ପ୍ରାଥମିକ ଚିକିତ୍ସାପରେ ବାଲିକାକୁ ଏଏମୁକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ  କରାଯାଇଛି। ନାଁ ବାଳିକର ଗୋଡ଼ହାତସହ ଶରୀରର ୨୦ ଭାଗ ପୋଡ଼ିଦାଇଥିବା ସୁଚନା ମିଳିଛି। ଘଟଣା ସ୍ଥଳକୁ ବଳଙ୍ଗା ଥାନା ଅଧିକାରୀ ପିପିଲି ଏସ.ଡ଼ିିପ.ିଓ ଦେବାଶିଷ ମିଶ୍ର, ଜିଲାର ଉଚ୍ଚପସଦସ୍ତ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଁଚିଂ ତଦନ୍ତ ଜାରି ରଖିଛନ୍ତି। ବାଲେଶ୍ୱର ଘଟଣାପରେ ନିମାପଡ଼ା ଅଚଂଂଳରେ  ଘଟଣା ଘଟିଥିବାରୁ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

Leave a Reply

Your email address will not be published. Required fields are marked *