ଜଟଣୀ (ଏପିନ୍ୟୁଜ) ରାଜ୍ୟ ସରକାର ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ନବାକୁ ବାରଣ କରିଛନ୍ତି ପେଟ୍ରୋଲ ପମ୍ପ ମାଲିକମାନେ ମଧ୍ୟ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଦେଉନାହାନ୍ତି। କିନ୍ତୁ କିଛି ବାଇକ ଚାଳକ ମାନେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଆଣି ବାଇକରେ ତେଲ ପକାଉଥିବା ଆମର ଜଣେ ଶୁଭେଚ୍ଛୁ ଜଟଣୀ ଅଞ୍ଚଳରୁ ପଠାଇଛନ୍ତି।