ନିଶାମୁକ୍ତ ଭାରତ ଗଠନ ଅଭିଯାନ ପାଇଁ ଶପଥ ପାଠ
ନିଶାମୁକ୍ତ ଭାରତ ଗଠନ ଅଭିଯାନ ପାଇଁ ଶପଥ ପାଠ
ନିମାପଡା ୧୩. ୮. ୨୦୨୫(ଏପିନ୍ୟୁଜ)ପୁରୀ ଜିଲ୍ଲା ଚାରିଛକ ଥାନା ପକ୍ଷରୁ ନିଶାମୁକ୍ତ ଭାରତ ଗଠନ ଅଭିଯାନ ପାଇଁ ଶପଥ ପାଠ ଉତ୍ସବ ଥାନା ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା.. ଥାନା ଅଧିକାରୀ ମମତା ବିଶ୍ୱାଳ ଙ୍କ ଦ୍ୱାରା ଆୟୋଜିତ ଏହି ଶପଥ ପାଠ କାର୍ଯ୍ୟକ୍ରମକୁ ଥାନା ସେକେଣ୍ଡ ଅଫିସର କୃଷ୍ଣ ଚନ୍ଦ୍ର ପୃଷ୍ଟି ଯୋଗଦେଇଥିବା ଯୁବକ ମାନଙ୍କୁ ଶପଥ ପାଠ କରାଇଥିଲେ. କାର୍ଯ୍ୟକ୍ରମରେ ଥାନା ର ସମସ୍ତ କର୍ମଚାରୀ ଗୃହ ରଖି ସମେତ ୧୦୦ ରୁ ଉର୍ଦ୍ଧ ଯୁବକ ଯୋଗ ଦେଇଥିଲେ.
