ରାଜ୍ୟ

।। ଶ୍ରୀକ୍ଷେତ୍ରରେ ସୁନିଆଁ ଉତ୍ସବ।।

Spread It

ଆଜି ପବିତ୍ର ଭାଦ୍ରବ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀନଅରରେ ବିଶେଷ ନୀତି ଅନୁଷ୍ଠିତ ହେଉଅଛି । ଆଜି ଠାରୁ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ୱର ୬୯ଅଙ୍କ ପ୍ରଚଳନ । ଉତ୍କଳୀୟ ସନ ୧୪୩୩ ସାଲ ଆରମ୍ଭ ।

Leave a Reply

Your email address will not be published. Required fields are marked *