ରାଜ୍ୟ

ଦୁଇ ଜୁଆରୀ ଗିରଫ, ନଗଦ ଟଙ୍କା ଓ ଜୁଆ ସାମଗ୍ରୀ ଜବତ

Spread It

ଚାରିଛକ, (ଆଜିପର୍ଯ୍ୟନ୍ତ ନ୍ୟୁଜ), ଚାରିଛକ ପୋଲିସ୍ ଓରପଟ ନିକଟସ୍ଥ ନୂଆଗାଁଠାର‌େ ଜୁଆ ଖେଳ ହେଉଥିବା ସିର୍ଭର ଯୋଗ୍ୟ ସୂତ୍ରରୁ ଖବର ପାଇ ଗତ ସନ୍ଧ୍ୟାରେ ସେଠାରେ ଚଢଉ କରିଥିଲେ। ଜୁଆ ଖେଳୁଥିବା ଅବସ୍ଥାରେ କନ୍ତିଆ ନିବାସୀ ସୁବୋଧ କୁମାର ସେଠୀ(୪୦) ଓ ଭଗବତୀପୁରର ରସାନନ୍ଦ ଲେଙ୍କା(୪୮) ଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ଜୁଆ ପାଲି, ୩ଟି ଗୋଟି  ୪୨୦୦ ଟଙ୍କା ଜବତ କରିଛି। ଅଭିଯୁକ୍ତ ରସାନନ୍ଦଙ୍କ ନାମରେ ପୂର୍ବରୁ ନିମାପଡା ଓ ବଳଙ୍ଗା ଥାନାରେ ଗିରଫ ମାମଲା ରହିଛି। ଚାରିଛକ ଥାନା ଏ.ଏସ୍.ଆଇ ଶ୍ରୀମତୀ କବିକା କୁମାରୀ ଦେବୀ ଙ୍କ ଅଭିଯୋଗରେ ଚାରିଛକ ‌ପୁଲିସ୍ କେସ୍ ନଂ ୧୧୨ ରେ ମାମଲା ରୁଜୁ କରିଛି।

Leave a Reply

Your email address will not be published. Required fields are marked *