ବିଜେଡ଼ି ନେତା ଦିଲିପ ନାୟକଙ୍କ ଘରେ ଇଓଡ଼ବ୍ଲୁ ଚଢଉ
ନିମାପଡ଼ା (ଏ.ପି.ନିୟୁଜ) ବିଜୁ ଜନତା ଦଳର ନେତା ଗତ ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଦଳର ପ୍ରାର୍ଥୀ ହୋଇଥିବା ଦିଲିପ ନାୟକଙ୍କ କଟକସ୍ଥିତ ବାଦାମବାଡ଼ି ବାସଭବନ ଉପରେ ଆଜି ରାଜ୍ୟ ଅର୍ଥନୈତିକ ଅପରାଧ ଶାଖାରଅଧିକାରୀମାନେ ଚଢଉ କରିଛନ୍ତି। ଜମି କେଳେଙ୍କରୀ ମାମଲାରେ ଦିଳିପ ନାୟକଙ୍କୁ ଉଠାଇନେଇଛି। ତେବେ ପ୍ରାଥମିକଭାବେ ସୁଚନା ପ୍ରକାଶ ପାଇଛି ଜମିବାଡ଼ି କେଳେଙ୍କାରୀ ମାମଲାରେ ବିଜେଡ଼ି ନେତା ଦିଲିପ ନାୟକ ଠକେଇ କରିଥିବା ବହୁ ଅଭିଯୋଗ ଅର୍ଥନୈତିକ ଅପରାଧ ଶାଖା ନିକଟରେ ଥିଲା। ଆଜି ଜଣେ ଡ଼ିଏସପିଙ୍କ ନେତୃତ୍ବରେ ଅର୍ଥନୈତିକ ଅପରାଧ ନିୟନ୍ତ୍ରଣ ଶାଖାର ଅଧିକାରୀମାନେ ଦିଲିପଙ୍କ ବାସଭବନରେ ଚଢଉକରି କେତେକ ଜମିବାଡ଼ି କାଗଜପତ୍ର ଜବତକରିଛି ଇଓଡ଼ବ୍ଲୁ । ଇଓଡ଼ବ୍ଲୁଓ ନିକଟରେ ଜମିକେଙ୍କୋରୀ ନେଇ ଅଭିଯୋଗ ହୋଇଥିଲା।। ମିଳିଥିବା ପ୍ରାଥମିକ ରିପୋର୍ଟରୁ ପ୍ରକାଶ ବିଜେଡ଼ିର ଜଣେ ଆଗ ଧାଡ଼ିର ନେତାଙ୍କୁ ଜମିବିକ୍ରିକରି ବାପାଇଁ ଅଗ୍ରିମ ଟଙ୍କା ନେଇ ଜମିଦେଉନଥିଲେ କିମ୍ବା ଟଙ୍କା ଫେରାଉନଥିଲେ। ଅନ୍ୟପଟରେ ଦିଲିପ ନାୟକ ଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିବାସହ ସମୟ ଆସିଲେ ସବୁଜାଣିପାରିବେ। ଜୈନିକ ବିଜେଡ଼ି ନେତାଜଣଙ୍କ ନିମାପଡ଼ା ଦଖଲ କରିବାପାଇଁ ଚକ୍ରାନ୍ତ ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି ରାଜନୈତିକ ଆକ୍ରୋଷରେ ଏହି ଚଢଉ କରାଯାଇଛି ବୋଲି ସେ କହିଛନ୍ତି କହିଛନ୍ତି। ସୂଚନା ଯୋଗ୍ୟ ଦିଲିପଙ୍କୁ ଅଢେଇ ଘଣ୍ଟା କାଳ ଜେରା ପରେ ତାଙ୍କ ଇଓଡ଼ବ୍ଲୁ
କୁଆଡ଼େ ନେଇଥିଲା। ତାଙ୍କ ବିରୁଦ୍ଦରେ ବଳିଷ୍ଠ ପ୍ରମାଣ ରହିଛି ଇଓଡ଼ବ୍ଲୁ
