ରାଜ୍ୟ

ସୁନାବେଶରେ ଝଟକିଲେ ପତିତପାବନ

Spread It

ସୁନାବେଶରେ ଝଟକିଲେ ପତିତପାବନ
ନିମାପଡ଼ା, ମହାପ୍ରଭୁ ପତିତପାପନ ଦେବ ଆଜି ସୁନାବୋରେ ସଜେଇ ହୋଇଛନ୍ତି। ଆଜି ସଂଧ୍ୟାରୁ ପତିତପାବନ ଦେବଙ୍କ ଠାରେ ସୁନା ଅଳଙ୍କାର ଲାଗିକରିବାପରେ ମନ୍ଦିରର ସେବାୟତ ପ୍ରୁଭୁ ଶ୍ରୀ ପତିତପାବନ ଦେବଙ୍କୁ ବିଭିନ୍ନ ସୁନା ଅଳଙ୍କାର ବେଶ କରାଇ ଥିଳେ। ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ପତିତପାବନ ଦେବଙ୍କ ସୁନାବେଶ ଦେକିବା ପାଇଁ ମନ୍ଦିରରେ ରୁଣ୍ଡ ହେବାସଡ ଠାକୁରଙ୍କୁ ପୁଜା ଅର୍ଚ୍ଚନା କରୁଛନ୍ତି। ରାତି ୧୦ଟା ପର୍ୟ୍ୟନ୍ତ ସୁନା ବେଶ ରହିବ ବୋଲି ମୁଖ୍ୟ ପୂଜକ ଲକ୍ଷ୍ମୀଧର ପଣ୍ଡା କହିଛନ୍ତି। ସୁଚନା ଯୋଗ୍ୟ ନିମାପଡ଼ାର ରାଜା ଶରତ ଚନ୍ଦ୍ର ରାୟଟସିଂଙ୍କ ପୂର୍ବ ପୁରୁଷମାନେ
ପତିତପାବନଙ୍କୁ ପ୍ରତିଷ୍ଠାକରିବାସହ ପୂଜାଅର୍ଚ୍ଚନା କରୁଛନ୍ତି।

Leave a Reply

Your email address will not be published. Required fields are marked *